ବର୍ଷ ଆରମ୍ଭରୁ ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ; ଶୁଭା ଶର୍ମାକୁ ଜଳ ସମ୍ପଦର ଅତିରିକ୍ତ ଦାୟିତ୍ୱ, ରାଜେଶ ପ୍ରଭାକର ପାଟିଲଙ୍କୁ SRC
ଗୁଆଳିନାସି ମହାନଦୀରେ ବୁଲୁଛି କୁମ୍ଭୀର, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ
ବଡ଼ ଦାଣ୍ଡରେ ସିରିଜ୍ ଦୁର୍ଘଟଣା: ବୋଲେରୋ ଧକ୍କାରେ ଶିଶୁ ମୃତ
ନୂତନ ଉନ୍ନୟନ କମିଶନରଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂହ
ଦିନ ୧୧ଟା ଯାଏଁ ଚିଲିକାରେ ଚାଲିବନି ଡଙ୍ଗା
ଆଜିଠାରୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ : ଅଢେଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
ଆରପାରିରେ ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟ : କର୍କଟ ରୋଗରେ ଥିଲେ ପୀଡ଼ିତ
ଜାଡରେ ଥରୁଛି ପୂରା ଓଡ଼ିଶା : ହାଡଭଙ୍ଗା ଶୀତରେ ହନ୍ତସନ୍ତ ଓଡ଼ିଶାବାସୀ
୨୦୨୫ରେ ନନ୍ଦନକାନନକୁ ଆସିଥିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ; ବିଦାୟୀ ବର୍ଷରେ ବୁଲିଛନ୍ତି ୪୦ ଲକ୍ଷ ଲୋକ
ବର୍ଷ ଆରମ୍ଭରୁ ଚିନ୍ତା ବଢ଼ାଇଲା ଦର; ପ୍ରଥମ ଦିନରେ ବଢିଲା ସୁନା, ଆଶ୍ବସ୍ତି ଦେଲା ରୂପା
ବର୍ଷର ଶେଷ ୭ ଦିନରେ ପିଇଲେ ୩୨ କୋଟି ଟଙ୍କାର ମଦ; ଡିସେମ୍ବର ୨୫ ଠାରୁ ‘ଜିରୋ ନାଇଟ୍’ ଯାଏଁ ବିଭିନ୍ନ କ୍ଲବ, ପବରେ ଭିଡ଼
ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରର ଉଦଘାଟନ; ଜନଜାତି ଅଞ୍ଚଳରେ ପାଠପଢା ସହିତ ମିଳିବ ଦକ୍ଷତା ଶିକ୍ଷା
ନୂଆବର୍ଷରେ BSNLର ନୂଆ ଅଫର୍; ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍
ଫେବୃଆରୀ ୧ରୁ ଦେଶରେ ମହଙ୍ଗା ହେବ ପାନ୍ ମସଲା, ସିଗାରେଟ୍ ଓ ତମାଖୁ; ଲାଗୁ ହେବ ୪୦ ପ୍ରତିଶତ GST
ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ
ଓଡ଼ିଶାବାସୀ ଯାହାକୁ ବାଛିବେ ସେ ହିଁ ଓଡ଼ିଶାର ସ୍ୱାର୍ଥ ଜଗିବ: ବିଜେଡ଼ି ବରିଷ୍ଠ ନେତା ଅଶୋକ ପଣ୍ଡା
ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ; ବିରାଟ ମହିଳା ସମବେଶକୁ କରିବେ ସମ୍ବୋଧନ
ଭୁବନେଶ୍ବର ନିକୋ ପାର୍କର ହେବ ନବ କଳେବର; ଖର୍ଚ୍ଚ ହେବ ୬ ସହ କୋଟି
କାର୍ଯ୍ୟ ଆରମ୍ଭ କଲେ ଅନୁ ଗର୍ଗ, ନୂଆ ବର୍ଷରେ ୧୫ ନିର୍ଦ୍ଦେଶନାମା ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବ କେନ୍ଦ୍ର
ନୂଆବର୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆଲୋଚନା
ଲୋକସେବା ଭବନରେ ରିଲସକୁ ନେଇ ଆଇନମନ୍ତ୍ରୀଙ୍କ ଉଦ୍ବେଗ; କହିଲେ, ଗାଇଡ୍ଲାଇନ ଆଣିବ ଗୃହ ବିଭାଗ
ଡକ୍ଟର ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ମେଧାବୀଙ୍କ ଭାଗ୍ୟ ସହ ଖେଳ!; ଓଡିଶା ସିଭିଲ ସର୍ଭିସେସ୍ ବିଜ୍ଞପ୍ତିରେ OAS, OFS, ORS ପାଇଁ ନାହିଁ ଗୋଟିଏ ବି ପଦବୀ, ଆଶାୟୀ ହତାଶ