ଆରବ ସାଗରରେ ଭାରତୀୟ ନୌସେନାର ବଡ଼ ଅପରେସନ୍, ସମୁଦ୍ର ଡକାୟତଙ୍କ କବଳରୁ ଉଦ୍ଧାର ହେଲେ ୨୦ ନାବିକ
ଆଜି ରାତିରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା ‘ମୁରାସୁ’, ୧୨୦ କିମି ବେଗରେ ବହିବ ପବନ
ଶାହଙ୍କ ବଡ଼ ବୟାନ, ରାହୁଲ ପ୍ରକୃତ ସଂସଦରେ କେବେବି ପ୍ରଧାନମନ୍ତ୍ରୀ ବନିପାରିବେ ନାହିଁ
SIR ପରେ ୫ ରାଜ୍ୟରେ କମିଲା ଭୋଟର ସଂଖ୍ୟା, ଉତ୍ତରପ୍ରଦେଶରେ ସର୍ବାଧିକ ୨.୦୪ କୋଟି ନାମ ହ୍ରାସ
ଅମିତ ଶାହଙ୍କ ରାହୁଲଙ୍କୁ ଖୋଲା ଚ୍ୟାଲେଞ୍ଜ: 'ମକ୍ ପାର୍ଲାମେଣ୍ଟରେ ହିଁ ପ୍ରଧାନମନ୍ତ୍ରୀ ହୋଇପାରିବେ, ସ୍ଵତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତୁତ'
ତାମିଲନାଡୁରେ RSS ମାର୍ଚ୍ଚରେ ସାମିଲ ହେଲେ Zoho ସହ-ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ,ସୋସିଆଲ ମିଡିଆରେ ପ୍ରଶ୍ନ ଉଠିବା ପରେ ଏମିତି ଦେଲେ ଜବାବ
ଏସ୍ଆଇଆର୍ ବିରୋଧରେ କରିଥିଲେ ବିକ୍ଷୋଭ, ନିଃସର୍ତ୍ତ କ୍ଷମା ମାଗିଲେ ଅଭିନେତା ଇମରାନ ଖାନ
ଦିଲ୍ଲୀ-ଏନସିଆରରେ ଗ୍ରୀନ୍ ବାଣକୁ ମିଳିଲା ସୁପ୍ରିମକୋର୍ଟଙ୍କ ଅନୁମତି
ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ‘ମୁରାସୁ’; ଚେନ୍ନାଇ ଓ ବିଜୟୱାଡ଼ାରେ ବାତିଲ ହେଲା ୨୧ ବିମାନ
ରାଜସ୍ଥାନରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାର୍ଜ ହୋଇଗଲା ମେସିନ୍, ୮ ଶ୍ରମିକ ମୃତ ଓ ୫ ଗୁରୁତର
ଉତ୍ତର ପ୍ରଦେଶରେ ଟ୍ରକକୁ ଧକ୍କା ଦେଲା କାର୍: ୬ ଜଣ ମୃତ, ୨ ନାବାଳକ ଗୁରୁତର ଆହତ
ପଞ୍ଜାବରେ ଆପ୍ ଦଳକୁ ଝଟକା, ୨ ଦିନରେ ୩ ବିଧାୟକଙ୍କ ଇସ୍ତଫା
ଜୁସ୍ ଦୋକାନରୁ ୨୦୦ କୋଟିର ବିବାହ... କିପରି ୯୦ ହଜାର କୋଟିର 'ମହାଦେବ ଅନଲାଇନ୍' ସ୍ଥାପନ କରିଥିଲେ ସୌରଭ ଚନ୍ଦ୍ରାକର?
ବିହାର କଂଗ୍ରେସକୁ ଦିଲ୍ଲୀ ପୁଲିସର ନୋଟିସ୍; ସୋସିଆଲ ମିଡିଆ ପୋଷ୍ଟ ମାମଲାରେ ପଚରାଉଚରା ପାଇଁ ଡକାଗଲା
ରାଜ୍ୟ ପାଇଁ ସ୍ୱତନ୍ତ୍ର ପତାକା ଦାବି: ଜାତୀୟ ପତାକା ସମକକ୍ଷ ପ୍ରସ୍ତାବକୁ ନେଇ ତାମିଲନାଡ଼ୁରେ ବଢ଼ିଲା ରାଜନୈତିକ ଉତ୍ତେଜନା
ରାମଲୀଳା ମୈଦାନରେ ଜମିଲାନି ଭିଡ଼, ଖାଲି ରହିଲା ଚୈ।କି… INDIA ମେଣ୍ଟର ମହାରାଲିକୁ BJP କହିଲା ‘ଫ୍ଲପ୍ ସୋ’
ଦିଲ୍ଲୀରେ ‘ଇଣ୍ଡି’ ମେଣ୍ଟର ମହାରାଲି: ୨.୫ ଲକ୍ଷ ଦୋକାନ ବନ୍ଦ, ୧୦ ହଜାର କୋଟିର ବ୍ୟବସାୟ ପ୍ରଭାବିତ ହୋଇଥିବା ଦାବି
ପ୍ରଧାନମନ୍ତ୍ରୀ ହେବାକୁ ଥିଲେ ସାରା ଜୀବନ 'ମକ୍ ପାର୍ଲିାମେଣ୍ଟ'ରେ ରୁହନ୍ତୁ: ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ କଟାକ୍ଷ
ପ୍ରେମର ଦୋକାନରୁ ଘୃଣା ବ୍ୟତୀତ କିଛି ମିଳିନି… ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ
ଆଇପିଏସ୍ ସଞ୍ଜୟ ସିଂଘଲ କିଏ? ଜାଣନ୍ତୁ ITBP ମହାନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ୱ ପାଇଥିବା ଏହି ବରିଷ୍ଠ ଅଧିକାରୀଙ୍କ ବିଷୟରେ
ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ଜଣେ ମୃତ, ନିନ୍ଦା କଲା ଭାରତ
ଦିୟା ମିର୍ଜାଙ୍କ ଦୀପାବଳି ଭିଡ଼ିଓ ଡିଲିଟ୍ ମାମଲା: ପୁଣି ଥରେ ଅପଲୋଡ୍ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ମାଷ୍ଟରପ୍ଲାନ୍; ୪ ଜିଲ୍ଲାରେ ୪ IAS, ୫୪ ODRAF ଟିମ୍ ମୁତୟନ- ମନ୍ତ୍ରୀ ସୁରେଶ ପୂଜାରୀ
ମୟୂରଭଞ୍ଜରେ ପୁଲିସର ବଡ଼ ଆକ୍ସନ୍; ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଆନ୍ତଃରାଜ୍ୟ ମାଫିଆ ଗିରଫ