ପିଲାଦିନର ପ୍ରତିଶୃତି ପୂରା କଲେ ସ୍ମୃତି; UPSCରେ ସଫଳତା ପାଇବା ପରେ ପ୍ରଥମ ଦରମାରୁ ୫୦ ହଜାର ଟଙ୍କା ସ୍କୁଲକୁ କଲେ ଦାନ
ନୂଆ ଚାକିରୀ ପାଇ ଖୁସିରେ ବିଭୋର ଥିଲେ; ହେଲେ ଯୋଗଦେବାର ୨ ଦିନରେ ଚାଲିଗଲା ଚାକିରୀ, ଭାଇରାଲ ହେଉଛି ଯୁବକଙ୍କ ପୋଷ୍ଟ, ଜାଣନ୍ତୁ କଣ କାରଣ?
କର୍ମଚାରୀଙ୍କ ଫିଟ୍ନେସକୁ ନେଇ ସଜାଗ କମ୍ପାନୀ; ଓଜନ ହ୍ରାସ କରିବା ପାଇଁ ଏହି କମ୍ପାନୀ ଦେଉଛି ଲକ୍ଷ ଲକ୍ଷ ଟଙ୍କାର ବୋନସ୍
ହରିୟାଣାର ଗୁଗଲ୍ ବୟକୌଟିଲ୍ୟଙ୍କୁ ମାଷ୍ଟର ଡିଗ୍ରୀ କରିବାକୁ ଅଫର ଦେଲା ଅକ୍ସଫୋର୍ଡ ୟୁନିଭର୍ସିଟି, ପାଇଲେ ୨୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି
TCSରେ ଛଟେଇ ଭିତରେ ଉତ୍ସାହ ଆଣିଲା ଇନ୍ଫୋସିସ୍; ଚଳିତବର୍ଷ ୨୦ହଜାର ନୂଆ ନିଯୁକ୍ତି ନେଇ ଘୋଷଣା କଲା କମ୍ପାନୀ
ସ୍ୱିଗି ବୟରୁ ଡେପୁଟି କଲେକ୍ଟର; ସୂରଜ ଯାଦବଙ୍କ ସଫଳତାର କାହାଣୀ ଯୁବପିଢୀଙ୍କ ପାଇଁ ପ୍ରେରଣା
କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ‘ଆଗାମୀ ୧୦ ବର୍ଷରେ ସାମୁଦ୍ରିକ କ୍ଷେତ୍ରରେ ୫୦ ହଜାର ଲୋକଙ୍କୁ ମିଳିବ ଚାକିରୀ, ଗରିବ ଯୁବକ ହେବେ ଉପକୃତ’
ଯୁବପିଢୀଙ୍କ ପାଇଁ କାଳ ସାଜୁଛି ଅନଲାଇନ୍ ଗେମ୍; ୪ ବର୍ଷରେ ୧୨୦ ଯୁବକ କଲେଣି ଆତ୍ମହତ୍ୟା
ଦେଶରେ ବେକାରୀ ହାର କେତେ? ପ୍ରଥମଥର ପାଇଁ ମାସିକ ବେରୋଜଗାରୀ ରିପୋର୍ଟ ଜାରି କଲେ ସରକାର; ଏପ୍ରିଲରେ ରହିଛି ୫.୧%
ଶିକ୍ଷା ଅପେକ୍ଷା ଏବେ ଦକ୍ଷତା ଜରୁରୀ; ଦକ୍ଷତାଭିତ୍ତିକ ଚାକିରୀକୁ ନିଯୁକ୍ତିଦାତା ଦେଉଛନ୍ତି ଅଧିକ ଗୁରୁତ୍ୱ
ରାତାରାତି ୩୦୦ରୁ ଅଧିକ ଟ୍ରେନି କର୍ମଚାରୀଙ୍କୁ ଚାକିରୀକୁ ବିଦା କଲା ଇନଫୋସିସ୍; ‘ରାତିଟିଏ ରହିବାକୁ ଅନୁମତି ଦିଅ’ କହି ବିକଳ ହେଉଥିଲେ କର୍ମଚାରୀ, କିଛି ଶୁଣିଲାନି କମ୍ପାନୀ
ପ୍ଲେସ୍ମେଣ୍ଟ ସିଜିନ୍ରେ ଆଇଆଇଟିରେ ଚାକିରି ବର୍ଷା, ଆଇଆଇଟିରୁ ପିଲା ନେବାକୁ କ୍ୟାମ୍ପସରେ ଡେରା ପକାଉଛନ୍ତି ନାମୀଦାମୀ କମ୍ପାନୀ
ଆଜି ବିଶ୍ୱ ମଧୁମେହ ଦିବସ: ସଚେତନ ହୁଅନ୍ତୁ, ସୁସ୍ଥ ରୁହନ୍ତୁ
ଏସିଆନ୍ ମହିଳା ହକି ଚାମ୍ପିୟନସିପ୍: ଭାରତୀୟ ମହିଳା ରାଷ୍ଟ୍ରୀୟ ହକି ଟିମ୍ ସହ ଆଲୋଚନା କଲେ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ବ୍ୟାଟ୍ କିଣିବା ପାଇଁ ଏକଦା ଟଙ୍କା ନଥିଲା, ଆଜି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ରହିଛି କୋଟିକୋଟି ଟଙ୍କାର ସମ୍ପତ୍ତି
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ
ସମ୍ବଲପୁରରେ ଜାତୀୟ କ୍ରୀଡା ଦିବସରେ ମିନି ମାରାଥନ
ଗରିବ ପିଲାଙ୍କ ପାଇଁ ଆର୍ଶୀବାଦ ଫ୍ରି କୋଚିଂ ସେଣ୍ଟର
ଶ୍ରେୟସ ତଲପଡେଙ୍କ ମୃତ୍ୟୁ ନେଇ ଗୁଜବ
ବଜେଟରେ ଯୁବପୀଢ଼ିଙ୍କ ପାଇଁ ନୂଆ ଆଶା, ଆସିବ ‘ଇଣ୍ଟର୍ନସିପ୍ ସ୍କିମ୍’
ଦୁନିଆକୁ ଶାନ୍ତି ସିଖାଉଥିବା ୟୁଏନ ଖୋଦ କାଙ୍ଗାଳ, ମିଳିତ ଜାତିସଂଘର ଟଏଲେଟରେ ଏବେ ମିଳିବନି ପେପର ଟାୱେଲ
ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ ବଡ ଖବର, ଏ+ରୁ ବାହାରିବେ ରୋହିତ-କୋହଲି ! ଗିଲଙ୍କ ହେବ ପ୍ରମୋଶନ
୯ ବର୍ଷ ପଦକ ମରୁଡ଼ିର ଅନ୍ତ ଘଟାଇଲା ଭାରତ, ୧୧ ମିନିଟରେ ଚାରି ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ଦେଲା ମାତ୍
ବିଧାନସଭାକୁ ଚିତାବାଘ ବେଶରେ ଆସିଲେ ବିଧାୟକ; ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ କଲେ ନିଆରା ପ୍ରତିବାଦ