ସୁନ୍ଦରଗଡ ଜିଲ୍ଲା ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ବିପୁଳ ପରିମାଣର ଦେଶୀ ମଦ ଜବତ। କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ୨୦୦ଲିଟର ଦେଶୀ ମଦ କରୁଛି ଅବକାରୀ ବିଭାଗ। Read More >
ଗୁଳିବିନିମୟରେ 2 ମାଓବାଦୀ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓ ଘଣ୍ଟାପଡା ବନାଞ୍ଚାଳରେ ସୁରକ୍ଷା ବଳ ଓ ମଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ତେବେ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏବଂ ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ Read More >
ଆଜିଠାରୁ ଆରମ୍ଭ ହୋଇଛି ମେଟ୍ରୋ ସର୍ଭେ କାମ। ମେଟ୍ରୋ ପାଇଁ ବାଣୀବିହାରରୁ ଶିଶୁଭୁବନ ଛକ ଯାଏଁ ସର୍ଭେ କରାଯାଉଛି । ତେବେ ବିଏମଆରସିଏଲ୍ ପକ୍ଷରୁ ମିଳିତ ଭାବେ ଏହି ସର୍ଭେକ୍ଷଣ ଚାଲିଛି। Read More >
ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଚଳିତ ବର୍ଷର ରବି ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏଲପିସି ବୈଠକ ଅନୁଷ୍ଠିତ ହୋଇଯାଇଛି। Read More >
ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ଵର ଡମଣାର ଟ୍ରାଫିକ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି Read More >
ସୁନ୍ଦରଗଡ଼ ଜିଲ୍ଲା ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ। ଏହି ଦୁର୍ଘଟଣା ଫଳରେ ଚାଲିଗଲା ୩ ଜଣ ବାଇକ ଆରୋହୀଙ୍କ ଜୀବନ। Read More >
ଆଜିଠାରୁ ରାଜ୍ୟବାସୀଙ୍କୁ ଆହୁରି କଲବଳ କରିବ ତାତି। ଆଜି ଓ ଆସନ୍ତାକାଲି ପାଇଁ ରେଡ ୱାଣ୍ଡିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। Read More >
କେନ୍ଦୁଝର ଜିଲ୍ଲା ଭାରତ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା। ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ। Read More >
ସମ୍ବଲପୁର ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ମାଆ ଓ ପୁଅକୁ ଅତି ନୃଶଂସ ଭାବେ ହତ୍ୟା କରିଛି ଦୁର୍ବୁତ୍ତ। ତେବେ ମୃତକ ଦୁହେଁ ଦଲକିବାହାଲ ଗାଁର ବୋଲି ଜଣାପଡିଛି। Read More >
୬ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିଛି ସାରଙ୍ଗଡ଼ ପୁଲିସ। ଏପିରିକି ସେମାନଙ୍କ ଠାରୁ ୬ଟି ବାଇକକୁ ମଧ୍ୟ ଜବତ କରିଛି ପୋଲିସ। Read More >
ପାରାଦୀପ ବନ୍ଦରରେ ଏକ ଜାହାଜରୁ ଉଦ୍ଧାର ହେଲା ଗଳିତ ଶବ ।ସୂଚନା ଅନୁଯାୟୀ ଏମ୍ ଭି ଉଲୁସଏ -୧୧ ଜାହାଜର ଶିଡି ଘରେ ଆଜି ଦୁର୍ଗନ୍ଧ ହେବା ପରେ ଏକ ଯୁବକର ଶବ ଉଦ୍ଧାର କରାଯାଇଛି । Read More >
ଗୁରୁବାର ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରି ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଶାହ ଭାଷଣ ଆରମ୍ଭ କରିଥିଲେ। Read More >
ବିପୁଳ ପରିମାଣର ଦେଶୀ ମଦ ଜବତ
ଗୁଳିବିନିମୟରେ 2 ମାଓବାଦୀ ମୃତ
ଆଜିଠୁ ମେଟ୍ରୋ ପ୍ରକଳ୍ପ ସର୍ଭେ ଆରମ୍ଭ
ଉପ ନିର୍ବାଚନ ଲଢିବେ କଳ୍ପନା ସୋରେନ