ଫେସନ୍ ଅପ୍, ଇଣ୍ଡିଆ! ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍ - ଆଜିଓ ବିଗ୍ ବୋଲ୍ଡ ସେଲ୍
ଆଜିଓ, ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର, ଯାହା ଏହାର ଅନ୍-ଟ୍ରେଣ୍ଡ, ସଦ୍ୟତମ ଷ୍ଟାଇଲ୍ ଓ ଆଧୁନିକ ଫେସନ ପାଇଁ ବେଶ୍ ପରିଚିତ, ଏବେ ନେଇଆସିଛି ଭାରତର ହଟେଷ୍ଟ ଫେସନ୍ ସେଲ୍ – "ବିଗ୍ ବୋଲ୍ଡ ସେଲ୍' । ଏହି ବିଗ୍ ବୋଲ୍ଡ ସେଲ୍ ୩୦ ସେପ୍େଟମ୍ବର ଠାରୁ ୪ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଜାରି ରହିବ ।