|
ତେଣୁ ଦେଶରରେ ପ୍ରଥମଥର ହରିଆଣାର ହିସାରରେ ଖୁବ ଶୀଘ୍ର ଗଧ ଦୁଗ୍ଧର ଫାର୍ମ ଖୋଲିବ ବୋଲି ସୂଚନା ମିଳିଛି । ଦେଶରେ ପ୍ରଥମ ଥର ପାଇଁ ଗଧର କ୍ଷୀର ମଧ୍ୟ ବିକ୍ରି ହେବାକୁ ଯାଉଛି ଏବଂ ଏହାର ଏକ ଲିଟର କ୍ଷୀରର ମୂଲ୍ୟ 7000 ଟଙ୍କା ରହିବ ।