ଭାରତୀୟ ଜନତା ପାର୍ଟି ବରଗଡ ଲୋକସଭା ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ବରଗଡସ୍ଥିତ ହୋଟେଲ ଭି ଡି ପେଲେସ ଠାରେ ଅନୁଷ୍ଠିତ ହୋଇଛି ଏହି ସମ୍ମିଳନୀ Read More >
୧୪ ଲିଟର ଦେଶୀ ମଦ ବୋଝେଇ ଗାଡି ଜବତ । ଦୁଇ ଗିରଫ । ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗର ନିର୍ଦ୍ଦେଶ ଅନୁସାରେ ଚେରା ମଦ ବିକ୍ରି ଓ ଚାଲାଣ ଉପରେ ଚଢାଉ କରାଯାଇଛି । Read More >
ଯାଜପୁର ଜିଲ୍ଲା କୋରେଇ ଥାନା ପଛିକୋଟ ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି । ସକାଳୁ ଗ୍ରାମର ଚିତ୍ତରଂଜନ ସିଂଙ୍କ ବାଡିରେ ଦୁଇଟି ଭାଲୁ ପଶିଥିବା ଲୋକେ ଦେଖି ହୋ ହାଲ୍ଲା କରିବାରୁ ଗୋଟିଏ ଭାଲୁ ପାଖରେ ଥିବା ଜଙ୍ଗଲକୁ ପଳାଇଥିଲା । Read More >
କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ନଦୀରେ ବୁଡି ଯୁବତୀ ନିଖୋଜ। ନଦୀରେ ଗାଧେଇବା ବେଳେ ଘଟିଛି ଏଭଳି ଅଘଟଣ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। Read More >
ବିଜେପି ନିର୍ବାଚନୀ ପ୍ରଚାର କରିବା ପାଇଁ ଆଜି ଓଡିଶାରେ ଆସି ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । Read More >
ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲାୟନ୍ସ କ୍ଳବ୍ ନିକଟରେ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ୬ଜଣ ଅଭିଯୁକ୍ତ କୁ ଟାଉନ ପୋଲିସ ଗିରଫ କରିଛି। Read More >
ରୂପାରେ ଝଲସିବ ଶ୍ରୀମନ୍ଦିରର ଆଉ ୩ ଦ୍ୱାର । ଏହି ଦ୍ୱାର ଗୁଡିକ ହେଉଛି ହସ୍ତୀ ଦ୍ୱାର,ବ୍ୟାଘ୍ର ଦ୍ୱାର ଏବଂ ଅଶ୍ୱ ଦ୍ୱାର । ପୂର୍ବରୁ ସିଂହଦ୍ୱାର ରୂପାରେ ଛାଉଣୀ ହୋଇଥିବା ବେଳେ ବର୍ତମାନ ଏହି ଦ୍ୱାରରେ ଲାଗିଥିବା କବାଟ ଗୁଡିକରେ ରୂପା ଛାଉଣୀ କରାଯିବ । Read More >
ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ବର ଓ ଭଦ୍ରକ କେଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ରଘୁନାଥ ଲେଙ୍କା ଓ ବିଜେଡି ନେତା ହରେକୃଷ୍ଣ ପାଢ଼ୀ ବିଜେପିରେ ଯୋଗ ଦେଇଛନ୍ତି । ତେବେ ଦୁଇ ନେତାଙ୍କ ସହ ବହୁ ସମର୍ଥକ ଓ ତୃଣମୂଳ ସ୍ତରର ନେତା ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । Read More >
ସ୍ୱାମୀ ସ୍ତ୍ରୀ ବନ୍ଧନ ହେଉଛି ଦୁନିଆର ସବୁଠାରୁ ପବିତ୍ର ବନ୍ଧନ । ଆମ ହିନ୍ଦୁ ଧର୍ମରେ ଆମେ ଯାହାକୁ ଥରେ ବିବାହ କରିଥାଇ ସାତ ଜନ୍ମ ପାଇଁ ଏହି ପବିତ୍ର ବନ୍ଧନରେ ବାନ୍ଦି ହୋଇଯାଉ । କେତେ ସ୍ୱପ୍ନ ଦେଖି ବିବାହ କରିଥିବ ସ୍ତ୍ରୀ । Read More >
ମଙ୍ଗଳବାର ମହାରାଷ୍ଟ୍ର ମାଢା ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ଅଘଟଣ ସମ୍ନାକୁ ଆସିଛି । ମତଦାନ ଚାଲିଥିବା ବେଳେ ହଠାତ ଜଣେ ମତଦାତା ଇଭିଏମ ମେସିନରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । ମତଦାତା ଜଣଙ୍କ ସୋଲାପୁର ଜିଲ୍ଲାର ସାଙ୍ଗୋଲା ତହସିଲଦାରର ବାସିନ୍ଦା ଅଟନ୍ତି । Read More >
ବୌଦ୍ଧ ପୋଲିସକୁ ବଡ ସଫଳତା ମିଳିଛି। ଲଗାତାର ଭାବରେ କିଛି ଦିନ ହେବ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ ଏସଓଜି ଓ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ମଧ୍ୟରେ ବୁଧବାର ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। Read More >
ଭାରତ ସ୍ୱାଧୀନ ହେବାର ଦୀର୍ଘ ୭୭ ବର୍ଷ ପୂରଣ ହୋଇ ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅନେକ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଲା ବ୍ଲକ୍ର ଦାବ୍ଜୁରୀ, ଭଣ୍ଡାରବାଂଜି, ଭିର୍କାପଡ଼ା ଗାଁଗୁଡ଼ିକର ଶତାଧିକ ଗ୍ରାମବାସୀ। Read More >
ବରଗଡରେ ବିଜେପିର ସାମ୍ବାଦିକ ସମ୍ମିଳନୀ
୧୪ ଲିଟର ଦେଶୀ ମଦ ବୋଝେଇ ଗାଡି ଜବତ
ସାବାଡ଼ ହେବେ ସାଇବର ଠକ
ଗାଁରେ ବୁଲୁଛି ଭାଲୁ