ଭାରତୀୟ ଜନତା ପାର୍ଟି ବରଗଡ ଲୋକସଭା ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ବରଗଡସ୍ଥିତ ହୋଟେଲ ଭି ଡି ପେଲେସ ଠାରେ ଅନୁଷ୍ଠିତ ହୋଇଛି ଏହି ସମ୍ମିଳନୀ । ଉକ୍ତ ସାମ୍ୱାଦିକ ସମ୍ମିଳନୀ ରେ ବିଜେପି ରାଜ୍ୟ ମୁଖପାତ୍ର ମାନନୀୟ ସତ୍ୟବ୍ରତ ପଣ୍ଡା ତଥା ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଉପରୋକ୍ତ ସମ୍ମିଳନୀରେ ଶ୍ରୀ ପଣ୍ଡା ନରେନ୍ଦ୍ର ମୋଦୀ ଙ୍କ ଉନ୍ନୟ ମୁଳକ ଯୋଜନା ଗୁଡିକ ଲୋକଙ୍କ ସମ୍ମୁଖରେ ଆଲୋଚନା କରିଥିଲେ ।
ଅଧିକା ପଢନ୍ତୁ:ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ