କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର କହିଛନ୍ତି ଯେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ବିଜେପି ସମର୍ଥନ କରୁଛି । Read More >
ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ପତଞ୍ଜଳିକୁ ଆଉ ଏକ ବଡ ଝଟକା । ଉତ୍ତରଖଣ୍ଡରେ ବ୍ୟାନ ହେଲା ପତଞ୍ଜଳି ପ୍ରଡକ୍ଟ । Read More >
କୋଟାରେ ଜୀବନ ହାରିଲେ ଆଉ ଜଣେ NEET ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର । କୋଟାରେ ଛାତ୍ର ଜୀବନ ହାରିବା ଘଟଣା ବଢ଼ିବାରେ ଲାଗିଛି । Read More >
କାର ସହ ଧକ୍କା ହେଲା ଲରି । ଏହି ଦୁର୍ଘଟଣା ଫଳରେ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଛି । ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଆନନ୍ଦର ସହ ଏକ ସ୍ଥାନକୁ ଯାଉଥିଲେ । Read More >
ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିନେଶ ତ୍ରିପାଠୀ । ସେ ଭାରତୀୟ ନୌସେନା ବିଭାଗର ସବୁଠୁ ବଡ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । Read More >
ବର୍ଷାରେ ଉବୁଟୁବୁ କଶ୍ମୀର । ଗମନାଗମନରେ ବାଧାପ୍ରାପ୍ତ ହେବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଜାମ୍ମୁ କାଶ୍ମୀରରେ ଲଗାତାର ଅଧିକ ମାତ୍ରାରେ ବର୍ଷା ହେବାରେ ଲାଗିଛି । Read More >
ପରଲୋକରେ ଅଭିନେତା ଚିଦାମ୍ବର ପ୍ରସାଦ ଲୋହାନୀ । ୬୦ ଏବଂ ୮୦ ଦଶକର ଅଭିନେତ୍ରୀ ମାଲା ସିହ୍ନାଙ୍କ ସ୍ୱାମୀ ସିପି ଲୋହାନି ଆଉ ନାହାନ୍ତି । ନେପାଳୀ ଚଳଚ୍ଚିତ୍ର ମୋତିଘର ସହିତ ଅଭିନେତା ସିପି ଲୋହାନୀ ସାରା ବିଶ୍ୱରେ ବେଶ ପ୍ରସିଦ୍ଧ । ଆଉ ତାଙ୍କର ବିୟୋଗ ପରେ ମନୋରଂଜନ ଜଗତରେ ଦୁଃଖର ଛାୟା ଖେଳିଯାଇଛି । Read More >
ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ । ଘୂର୍ଣ୍ଣିବାତ୍ୟା ଯୋଗୁଁ ଜଣେ ନବଜାତକ ସହ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି । Read More >
ବିବାହ ଉତ୍ସବକୁ ଯାଉଥିବା ସମୟରେ ସ୍କର୍ପିଓ ଉପରେ ଚଢ଼ିଗଲା ଟ୍ରକ୍ । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବିହାରର ଭାଗଲପୁରରେ । ଗତ ରାତିରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଧରି ବରଯାତ୍ରୀ ଯାଉଥିବା ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି । Read More >
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ରାଜନାଥ ସିଂ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। Read More >
ଗତ କିଛି ଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଓଭରବ୍ରିଜରେ ସର୍ବସାଧାରଣରେ ତାଙ୍କ ପତ୍ନୀଙ୍କୁ ମାଡ ମାରୁଛନ୍ତି। ମାଡ ମାରିବା ସହ ନିଜ ପତ୍ନୀକୁ ଓଭରବ୍ରିଜରୁ ତଳକୁ ଫୋପାଡିବାକୁ ଚେଷ୍ଟା କରିବାର ଦେଖିବାକୁ ମିଳିଛି । ଏହି ଭିଡିଓ ତାମିଲନାଡୁର ରାଜଧାନୀ ଚେନ୍ନାଇର ବୋଲି କୁହାଯାଉଛି। Read More >
ପୁଣି ଏକା ସାଙ୍ଗରେ ଅନେକ ବିମାନ ବନ୍ଦରକୁ ଉଡ଼ାଇବାକୁ ଆସିଲା ବୋମା ଧମକ । ଇ-ମେଲ୍ ସାହାଯ୍ୟରେ ଦେଶର ଜୟପୁର, ନାଗପୁର, ଗୋଆ ସହିତ ଅନେକ ବିମାନ ବନ୍ଦରକୁ ମିଳିଥିଲା ବୋମା ଧମକ Read More >
ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ
ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ!
ଆଜିଠୁ ୩ ମାସ ବନ୍ଦ ରହିବ ଭିତରକନିକା
ଟ୍ରେନ ଦୂର୍ଘଟଣାରୁ ଅଳ୍ପକେ ଵର୍ତିଲେ ଯୁବକ