ଛତିଶଗଡର କବିରଦ୍ଧାମ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଟି କବର୍ଦ୍ଧା ଅଞ୍ଚଳରେ ଘଟିଛି, ଯେଉଁଠାରେ ଏକ ପିକଅପ୍ ନିୟନ୍ତ୍ରଣ ହରାଇ ୨୦ ଫୁଟ ଗଭୀର ଖାଇରେ ଓଲଟି ପଡିଥିଲା । ପିକଅପ୍ ଗାଡିରେ ୨୫-୩୦ ଲୋକ ଥିବାବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।
Read More >