ବିଜେଡ଼ି ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ
Khabar Odisha:Crime-Odisha-Bjds-former-corporator-Ranjita-Biswal-arrested-once-again
ଭୁବନେଶ୍ୱର, ଏପ୍ରିଲ ୧୦(ଖବର ଓଡ଼ିଶା):

ବିଜେଡ଼ିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ ହୋଇଛନ୍ତି । ପୂର୍ବରୁ ଡି ବ୍ରଦର୍ସ ଲିଙ୍କରେ ସେ ଗିରଫ ହୋଇଥିଲେ ।

ସିଏମସିର ବିଜେଡି ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଆଜି ପୁଣି ଗିରଫ କରାଯାଇଛି । ସ୍ପେଶାଲ ସ୍କ୍ୱାର୍ଡ଼ ଯାଂଚ କରି ରଞ୍ଜିତାଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି । ପୂର୍ବରୁ ଡି ବ୍ରଦର୍ସ ଲିଙ୍କରେ ଅନେକ ରାଜନେତାଙ୍କ ସମ୍ପୃକ୍ତି ସହ ରଞ୍ଜିତା ମଧ୍ୟ ଗିରଫ ହୋଇଥିଲେ । ନିକଟରେ ସେ ଜାମିନରେ ଆସିଥିଲେ ବୋଲି ସୂଚନା ମିଳିଛି ।

Subscribe

National International State Sports Entertainment