ସମ୍ବଲପୁର ଜିଲ୍ଲାରେ ସାଧାରଣ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ନାମାଙ୍କନ ଦାଖଲର ଶେଷ ଦିନରେ ବିଏସପି, ସମାଜବାଦୀ ପାର୍ଟି,କୋଶଳ ବାଦୀ ସଂଗଠନ ସମେତ ବହୁ ସ୍ୱାଧୀନ ପ୍ରାର୍ଥୀ ନିଜର ପ୍ରାଥିପତ୍ର ଦାଖଲ କରିଥିଲେ। ବିଏସପି ସମ୍ବଲପୁର ପକ୍ଷରୁ ଲୋକସଭା ପ୍ରାର୍ଥୀ ସଦାନନ୍ଦ ରଣବିଡା, କୋଶଳ ବାଦୀ ନେତା ଜ୍ଞାନେନ୍ଦ୍ର ବେହେରା, ସ୍ୱାଧୀନ ପ୍ରାର୍ଥୀ ଆତ୍ମାରାମ ସୁପକାରଙ୍କ ସମେତ ବହୁ ପ୍ରାର୍ଥୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
Read More >