ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଦୁଇ ପ୍ରମୁଖ ବିଧାନସଭା କ୍ଷେତ୍ର କାମାକ୍ଷାନଗର ଓ ପରଜଙ୍ଗ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଦୁଇ ବିଜେପି ପ୍ରାର୍ଥୀ । କାମାକ୍ଷାନଗର ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନା ପାର୍ଥି ପତ୍ର ଦାଖଲ କରିଥିବାବେଳେ ପରଜଙ୍ଗ ବିଧାନସଭା ଆସନ ପାଇଁ ବିଭୁତି ପ୍ରଧାନ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦୁଇ ବିଧାୟକ ପ୍ରାର୍ଥୀ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଏବଂ ସମର୍ଥକଙ୍କ ସହ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ଅଧିକ ପଢନ୍ତୁ : ବାଲିକୁଦା-ଏରସମାରେ ବିଶାଳ ଶୋଭାଯାତ୍ରା