୨୭୮ କୋଟିର ପ୍ରକଳ୍ପକୁ ମିଳିଲା ଗତି; ବ୍ରହ୍ମପୁର-ସମ୍ବଲପୁରରେ ଗଢ଼ିଉଠିବ ୨ ନୂଆ ୱର୍ଲ୍ଡ ସ୍କିଲ୍ ସେଣ୍ଟର; ଆରମ୍ଭ ହେଲା ଜମି ହସ୍ତାନ୍ତର ପ୍ରକ୍ରିୟା
CBSEର ବଡ଼ ନିଷ୍ପତ୍ତି: ଚଳିତ ବର୍ଷର ୧୦ମ ପିଲାଙ୍କ ପାଇଁ ଲାଗୁ ହେବନି ଲାଙ୍ଗୁଏଜ୍ ପଲିସି
CHSEର ବଡ଼ ନିଷ୍ପତ୍ତି; +୨ ରିଚେକିଂ ପାଇଁ ମିଳିଲା ଆଉ ସମୟ, ଜୁଲାଇ ୪ ପର୍ଯ୍ୟନ୍ତ ଆବେଦନ
NEET ସେଣ୍ଟର ବାହାରେ ଭାବବିହ୍ୱଳ ଦୃଶ୍ୟ; ଦୁଇ ମିନିଟ୍ ବିଳମ୍ବ ପାଇଁ ଭାଙ୍ଗିଗଲା ଡାକ୍ତର ହେବାର ସ୍ୱପ୍ନ, କାନ୍ଦି କାନ୍ଦି ଅଚେତ ହେଲେ ବାପା
ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍; ଆସନ୍ତା ୨୮ ତାରିଖରେ ହେବ ଆରଆଇ ଅମିନ ପରୀକ୍ଷା, ବଦଳିବ ଓଟିଇଟି ତାରିଖ
ପ୍ରକାଶ ପାଇଲା +୩ ପ୍ରଥମ ମେରିଟ୍ ଲିଷ୍ଟ; ୧.୭୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ସିଟ୍, ଅଧିକାଂଶ ଷ୍ଟ୍ରିମ୍ରେ ରେଭେନ୍ସା ଆଗରେ
ପାଠ୍ୟପୁସ୍ତକରେ ବଡ଼ ପରିବର୍ତ୍ତନ, ଏଣିକି ବହିରେ ରହିବ ବାରକୋଡ୍; ସ୍କାନ୍ କଲେ ମିଳିବ ଭିଡିଓ ଓ ଡିଜିଟାଲ ପାଠ
୨୨.୭୯ ଲକ୍ଷ ପରୀକ୍ଷାର୍ଥୀ, ୫୪୪୦ ପରୀକ୍ଷା କେନ୍ଦ୍ର, ୫୫୧ ସହର... କାମ ଦେଲା ସତର୍କତା, ନିଟ୍ ର ଅଗ୍ନିପରୀକ୍ଷାରେ ଏନଟିଏ (NTA) ପାସ୍
ଖରା ପାଇଁ ବଦଳିଲା ସ୍କୁଲ ସମୟ; ଖୋର୍ଦ୍ଧାରେ ସକାଳୁଆ ସ୍କୁଲ, ପୁରୀରେ ବଢ଼ିଲା ଛୁଟି
ପାଠ୍ୟପୁସ୍ତକରେ ତ୍ରୁଟି,ସଂଶୋଧନ କରି ପଢ଼ିବେ ଛାତ୍ରଛାତ୍ରୀ; SCERTର ସଫେଇ, ‘ଆସନ୍ତା ବର୍ଷ ଆଉ ଭୁଲ ହେବନି’
JEE ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ; ଜୁଲାଇ ୧୩ରୁ ୧୫ ଯାଏଁ ହେବ ସ୍ପେଶାଲ OJEE ୨୦୨୬
୨ ବର୍ଷ ପୂର୍ତ୍ତିରେ ମୋହନ ସରକାରଙ୍କ ବଡ଼ ଉପହାର; KG ରୁ PG ଯାଏଁ ମାଗଣା ପାଠପଢ଼ା, ଏକାଥରକେ ମିଳିବ ତିନି ମାସର ଭତ୍ତା
ପୁଣି ଇତିହାସ ରଚିଲା BPUT; ପରୀକ୍ଷା ସରିବାର ୨ ଦିନ ପରେ ପ୍ରକାଶ କଲା ରେଜଲ୍ଟ
ପ୍ରକାଶ ପାଇଲା OJEE -୨୦୨୬ ଫଳାଫଳ; ବି.ଫାର୍ମରେ ଶୁଭ୍ରାଂଶୁ ସୂତାର, ଏମ୍ବିଏରେ ତ୍ରିବିକ୍ରମ ପ୍ରଧାନ ଟପ୍ପର, ତୃତୀୟ ସପ୍ତାହରୁ କାଉନସେଲିଂ ଆରମ୍ଭ
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ଫଳ ପ୍ରକାଶ; ୟୁଜିରେ ମାତ୍ର ୪୦ ପ୍ରତିଶତ ପାସ୍ ହାର!
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର; ବଢ଼ିପାରେ ସ୍କୁଲ ଛୁଟି, ସଙ୍କେତ ଦେଲେ ମନ୍ତ୍ରୀ
OPSCର ବଡ଼ ଘୋଷଣା; ସ୍ଥଗିତ ହେଲା OJS ପ୍ରିଲିମ୍ସ, ଆଶାୟୀଙ୍କୁ ମିଳିଲା ଅଧିକ ପ୍ରସ୍ତୁତି ସମୟ
ଜେଇଇ ଆଡ଼ଭାନ୍ସଡ୍ ଫଳାଫଳ ପ୍ରକାଶିତ: ସର୍ବଭାରତୀୟ ସ୍ତରରେ ଶୁଭମ୍ ଏବଂ ଓଡ଼ିଶାରୁ ଭାବେଶ ଟପ୍ପର୍
MBBS ସିଟ୍ ପାଇଁ ଛାତ୍ରଙ୍କ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ, କହିଲେ 'ଡବଲ୍ ବେନିଫିଟ୍' ନୁହେଁ, ନିୟମ ମାନିବାକୁ ପଡ଼ିବ
ଏଣିକି ଓଡ଼ିଆରେ ପଢ଼ା ହେବ ଯୁକ୍ତ ଦୁଇ ବିଜ୍ଞାନ; ରାଜ୍ୟରେ ଆରମ୍ଭ ହେଲା ନୂଆ ଅଧ୍ୟାୟ,୭୦୦ ସ୍କୁଲକୁ ପହଞ୍ଚିଲା ପୁସ୍ତକ
ଆଜିଠାରୁ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକ, ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ
ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ, ଭିତର ବେଢ଼ା ଭିଡ଼ିଓ ଭାଇରାଲ୍
ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ଦୁର୍ଘଟଣା: ଦ୍ରୁତଗାମୀ ଗାଡ଼ି ଧକ୍କାରେ ତିନି କାଉଡ଼ିଆଙ୍କ ମୃତ୍ୟୁ
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଘରୁ ଟାଣି ନେଇ ପିଟିପିଟି ହତ୍ୟା