ପୁଣି ଦାଦନ ଖଟିବାକୁ ଯାଇ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦରେ ଫସିଲେ ଓଡ଼ିଆ ଯୁବକ। କେବଳ ଜଣେ ନୁହେଁ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ଅଞ୍ଚଳର ୯ଜଣ ଯୁବକ ହାଇଦ୍ରାବାଦରେ ଫସି ରହିଛନ୍ତି। ଖାଇବା ପିଇବା ପାଇଁ ତାଙ୍କ ପାଖରେ ଟଙ୍କା ଟିଏ ବି ନାହିଁ। ଏପରିକି ଭୋକ ଉପାସରେ ସେମାନେ ଏକ ଘର ଭିତରେ ବନ୍ଦ ରହିଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବା ପାଇଁ ସେମାନେ ଏକ ଭିଡିଓ ମାଧ୍ୟମରେ ରାୟଗଡା ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।
Read More >