ସୋସିଆଲ ମିଡିଆରେ ଅପଶବ୍ଦ ବ୍ୟବହାର ଭିଡିଓ କରି ପୋଷ୍ଟ କରୁଛନ୍ତି କି, ଯଦି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଏପରି ଭିଡିଓ ପୋଷ୍ଟ କଲେ ଯିବାକୁ ପଡିବ ଜେଲ । କାରଣ ଏବେ ପୋଲିସର ସାଇବର ଟିମ ନଜରରେ ରହୁଛି ସବୁ ସୋସାଲ ମିଡ଼ିଆ । ସମ୍ବଲପୁର ଜିଲ୍ଲାରେ ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଭିଡିଓ ପୋଷ୍ଟ କରିଵା ଯୁବକଙ୍କୁ ମହଙ୍ଗା ପଡ଼ିଛି ।
Read More >