ସମ୍ବଲପୁର ଅଇଁଠାପାଲି ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଖରେ ଥିବା ଏକ ଗୋଦାମଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । Read More >
ମଦ ବିକ୍ରିକୁ ବନ୍ଦ କରିବା ଉଦ୍ଧେଶ୍ୟରେ ଗ୍ରାମାଞ୍ଚଳର ମହିଳା ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗ୍ରାମାଞ୍ଚଳରେ ବହୁଳ ମାତ୍ରାରେ ବେଆଇନ ମଦ ବିକ୍ରି ହେଉଥିବାରୁ ପ୍ରଗତିଶୀଳ ମହିଳା ମଂଚ ବରାଙ୍ଗ କମିଟି ପକ୍ଷରୁ ବହୁ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି Read More >
ବେଳାଭୂମିରୁ ଉଦ୍ଧାର ହେଲା ଡଲଉିନର ମୃତଦେହ । ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର ବେଳାଭୂମିରୁ ଆଜି ଏକ ଇରାଓା୍ୱଡି ଡଲଫିନ ମୃତଦେହ ଉଦ୍ଧାର କରାଯାଇଛି । Read More >
ସୁନ୍ଦରଗଡ ଜିଲ୍ଲା ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ବିପୁଳ ପରିମାଣର ଦେଶୀ ମଦ ଜବତ। କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ୨୦୦ଲିଟର ଦେଶୀ ମଦ କରୁଛି ଅବକାରୀ ବିଭାଗ। Read More >
ଗୁଳିବିନିମୟରେ 2 ମାଓବାଦୀ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓ ଘଣ୍ଟାପଡା ବନାଞ୍ଚାଳରେ ସୁରକ୍ଷା ବଳ ଓ ମଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ତେବେ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏବଂ ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ Read More >
ଆଜିଠାରୁ ଆରମ୍ଭ ହୋଇଛି ମେଟ୍ରୋ ସର୍ଭେ କାମ। ମେଟ୍ରୋ ପାଇଁ ବାଣୀବିହାରରୁ ଶିଶୁଭୁବନ ଛକ ଯାଏଁ ସର୍ଭେ କରାଯାଉଛି । ତେବେ ବିଏମଆରସିଏଲ୍ ପକ୍ଷରୁ ମିଳିତ ଭାବେ ଏହି ସର୍ଭେକ୍ଷଣ ଚାଲିଛି। Read More >
ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଚଳିତ ବର୍ଷର ରବି ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏଲପିସି ବୈଠକ ଅନୁଷ୍ଠିତ ହୋଇଯାଇଛି। Read More >
ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ଵର ଡମଣାର ଟ୍ରାଫିକ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି Read More >
ସୁନ୍ଦରଗଡ଼ ଜିଲ୍ଲା ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ। ଏହି ଦୁର୍ଘଟଣା ଫଳରେ ଚାଲିଗଲା ୩ ଜଣ ବାଇକ ଆରୋହୀଙ୍କ ଜୀବନ। Read More >
ଆଜିଠାରୁ ରାଜ୍ୟବାସୀଙ୍କୁ ଆହୁରି କଲବଳ କରିବ ତାତି। ଆଜି ଓ ଆସନ୍ତାକାଲି ପାଇଁ ରେଡ ୱାଣ୍ଡିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। Read More >
କେନ୍ଦୁଝର ଜିଲ୍ଲା ଭାରତ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା। ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ। Read More >
ସମ୍ବଲପୁର ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ମାଆ ଓ ପୁଅକୁ ଅତି ନୃଶଂସ ଭାବେ ହତ୍ୟା କରିଛି ଦୁର୍ବୁତ୍ତ। ତେବେ ମୃତକ ଦୁହେଁ ଦଲକିବାହାଲ ଗାଁର ବୋଲି ଜଣାପଡିଛି। Read More >
ଗୋଦାମଘରୁ ଯୁବକଙ୍କ ମୃତଦେହ ଉଦ୍ଧାର
ମଦକୁ ବିରୋଧ କଲେ ମହିଳା
ବେଳାଭୂମିରୁ ଡଲ୍ଫିନ୍ର ମୃତଦେହ ଉଦ୍ଧାର
ବିପୁଳ ପରିମାଣର ଦେଶୀ ମଦ ଜବତ