ପାରାଦ୍ବୀପ : ଅଶାନ୍ତ ଲହଡି ମାଡରେ ମହାନଦୀ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା । ସମସ୍ତ ମତ୍ସ୍ଯଜୀବି ସୁରକ୍ଷିତ ଉଦ୍ଧାର। ସୂଚନା ପାରାଦ୍ବୀପ ସମୁଦ୍ର ମୁହାଣରେ ଓଲଟି ପଡ଼ିଲା ମାଛଧରା ଡଙ୍ଗା। ନେହରୁ ବଙ୍ଗଳା ନିକଟ ମହାନଦୀ ସମୁଦ୍ର ମୁହାଣରେ ଓଲଟି ପଡ଼ିଲା ଡଙ୍ଗା ।ଡଙ୍ଗାରେ କେତେ ଜଣ ଲୋକ ଥିଲେ ତାହା ସ୍ପଷ୍ଟ ହୋଇନି । । ଅନ୍ୟ ଏକ ମାଛଧରା ଡଙ୍ଗା ପହଞ୍ଚି ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଡଙ୍ଗା ବୁଡ଼ିବା ଓ ଉଦ୍ଧାର ବେଳର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।