ମହିଳା ପ୍ରିମିୟର ଲିଗ ୨୦୨୪ ର ଶେଷ ଲିଗ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ , ଗୁଜୁରାଟ ଜାଏଣ୍ଟସକୁ ୭ ୱିକେଟରେ ପରାସ୍ତ କରିଛି । ୧୩.୧ ଓଭରରେ ଗୁଜୁରାଟ ଦେଇଥିବା ୧୨୭ ରନର ଲକ୍ଷ୍ୟକୁ ହାସଲ କରିଛନ୍ତି ଦିଲ୍ଲୀର ବ୍ୟାଟ୍ସମ୍ୟାନ। ଦଳ ପକ୍ଷରୁ ଶେଫାଳି ବର୍ମା ଏକ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର ୩୭ ବଲରେ ୭୧ ରନର ଦ୍ରୁତ ଇନିଂସ ଖେଳିଥିଲେ।
Read More >