ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ମିଚିଲ ମାର୍ଶଙ୍କୁ ଦଳର ଅଧିନାୟକ ଭାବରେ ଚୟନ କରାଯାଇଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍, ଯୁବ ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ, ଅଭିଜ୍ଞ ଦ୍ରୁତ ବୋଲର ଜେସନ ବେହେରେଣ୍ଡର୍ଫ ଏବଂ ଅଲରାଉଣ୍ଡର ମ୍ୟାଟ ସର୍ଟ ଦଳରୁ ବାଦ ପଡିଛନ୍ତି।
Read More >