ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ରନ୍ଓ୍ୱେରେ ବୋଇଂ ୭୩୭ ବିମାନଟି ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। Read More >
ଚନ୍ଦ୍ର ପୃଷ୍ଠରେ ଚାଷ କରିବ ନାସା । ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠାରେ ଚାଷ କରିବା ପାଇଁ ପ୍ରସ୍ତୁତି କରାଯାଉଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏକ ଅଦ୍ଭୁତ ପୂର୍ବ ପ୍ରୋଜେକ୍ଟ ଉପରେ କାମ କରାଯାଉଛି । ଯାହା ମହାକାଶ ଗବେଷଣାରେ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିବ । Read More >
ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ଆମେରିକା । ପ୍ରତିଦିନ କିଏ ନା କିଏ ମରୁଛି ନହଁଲେ ଜୀବନ ଦେଉଛି । ଦିନକୁ ଦିନ ଭାରତୀୟ ଛାତ୍ର ବିଦଶରେ ଅସୁରକ୍ଷିତ । Read More >
ଟଙ୍କା ସରିଯିବାରୁ ସ୍ତ୍ରୀର ତଣ୍ଟି ଚିପିଲା ସ୍ୱାମୀ । ଡାକ୍ତରଖାନା ବେଡ଼ରେ ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ସାତ ଜନ୍ମକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଯୋଡି ହୋଇ ସ୍ୱାମୀ ସହ ଜୀବନ ସାଥି ଭବେ ରହିବାକୁ ଆସିଥିଲା । ଜୀବନର ସବୁ ଦୁଃଖକଷ୍ଟକୁ ବାଣ୍ଟି ନେଇ ଏକାଠି ରହିବାକୁ ଶପଥ ନେଇଥିଲେ । Read More >
ବିଶ୍ଵବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା । ସାରା ବିଶ୍ୱ ବଜାରରୁ ‘ଭାକ୍ସେଭେରିଆ’ କରୋନା ଟିକାକୁ ଫେରାଇନେବା ଆରମ୍ଭ କରିଛି ଆଷ୍ଟ୍ରାଜେନେକା । କରୋନା ଟିକାର ସାଇଡ ଇଫେକ୍ଟ ନେଇ ପ୍ରଶ୍ନ ଉଠିଥିଲା । Read More >
୫ମ ଥର ପାଇଁ ରାଷ୍ଟ୍ରପତି ହେଲେ ପୁଟିନ । ରୁଷର ପୂର୍ବତନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ୫ ବର୍ଷ ପାଇଁ ରାଷ୍ଟ୍ରପତି ଗାଦିରେ ବସିଛନ୍ତି । Read More >
ରୋଗ ଭଲ କରିବା ପାଇଁ ସ୍ତ୍ରୀକୁ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ୱାମୀ । କିନ୍ତୁ ପାଖରୁ ଟଙ୍କା ସରି ଯିବାରୁ ସ୍ତ୍ରୀକୁ ମେଡିକାଲ ବେଡ଼ରେ ହତ୍ୟା କଲେ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଆମେରିକାର କାନସାସ ସହରରେ ଘଟିଛି Read More >
ଏମିତି ଏକ ଦେଶ ;ଯାହାର ଲୋକସଂଖ୍ୟା ମାତ୍ର ୩୦୦ । ଏହି କଥା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ପ୍ରକୃତରେ ଏଭଳି ଏକ ଦେଶ ଅଛି ଯେଉଁ ଦେଶ ୩୦୦ ଲୋକ ସଂଖ୍ୟାକୁ ନେଇ ଗଠିତ ହୋଇଛି । Read More >
ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଲା, ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । Read More >
ଅଷ୍ଟ୍ରେଲିଆରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି Read More >
ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଞ୍ଚିଛି । ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ ଉପରେ ଭାରି ପଡିଛି । Read More >
ମହାକାଶରେ ସାମୋସା ଖାଇବାକୁ ଭଲ ପାଉଥିବା ଭାରତୀୟ ମହାକାଶଚାରୀ କ୍ୟାପଟେନ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଉଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି । Read More >
ଓଡ଼ିଶା ପାଇଁ ନୀତିନ ଗଡ଼କରୀଙ୍କ ଘୋଷଣା
ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ
ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ
ଚନ୍ଦନ ଯାତ୍ରା ସହ ରଥ ନିର୍ମାଣ ଅନୁକୂଳ