୨୦୧୩ କୁଜଙ୍ଗ ନାବାଳିକା ଦୁଷ୍କର୍ମ ମାମଲା ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ
Khabar Odisha:kujanga-rape
ଜଗତସିଂହପୁର, ଜାନୁଆରୀ ୦୭(ଖବର ଓଡ଼ିଶ):

କୁଜଙ୍ଗ ନାବାଳିକା ଦୁଷ୍କର୍ମ ମାମଲା ପୋକ୍ସୋ କୋର୍ଟରେ ଆଜି ଶୁଣାଣୀ ହୋଇଛି । ଅଭିଯୁକ୍ତଙ୍କୁ ୧୦ ବର୍ଷ ଦଣ୍ଡରେ ଦଣ୍ଡିତ କରାଯାଇଛି।

ଜଗତସିଂହପୁର କୁଜଙ୍ଗରେ ୨୦୧୩ ମସିହାରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ ସୋମବାର ପୋକ୍ସୋ କୋର୍ଟରେ ହୋଇଛି। ଦୁଷ୍କର୍ମକାରୀ ଡମ୍ବରୁଧର ନାୟକକୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଛି। ଏହି ଘଟଣା ଜଗତସିଂହପୁର ପୋକ୍ସୋ କୋର୍ଟରେ ଶୁଶାଣୀ ହୋଇ ଦଣ୍ଡାଦେଶ ଦିଆଯାଇଛି ।

Subscribe

National International State Sports Entertainment