ଭାରତର ଗର୍ବ, ସମ୍ମାନ ଏବଂ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସେହି ମହାନ ପୁରୁଷଙ୍କ ପାଇଁ ଆଜି ଦିନ ଟିଏ। ଭଗତ ସିଂହ ଏବଂ ତାଙ୍କ ସାଥୀ ରାଜଗୁରୁ ଓ ସୁଖଦେବଙ୍କ କାର୍ଯ୍ୟ ଆମ ଦେଶ ପାଇଁ ଅତୁଳନୀୟ। ସେହି ସହିଦ ମହାନପୁରୁଷ ମାନଙ୍କୁ ସମ୍ମାନିତ କରିବା ଏବଂ ଦେଶ ପାଇଁ ସେମାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖକୁ ଭାରତରେ ସହିଦ ଦିବସ ପାଳନ କରାଯାଏ। ସହିଦ ଦିବସ ଦେଶ ପାଇଁ ଏକ ବିଶେଷ ଏବଂ ଭାବପ୍ରବଣର ଦିନ।
Read More >