ମୁଁହରେ ସ୍ପ୍ରେ କରି ଦୋକାନୀଙ୍କୁ ଲୁଟିଲେ ଲୁଟେରା khabar odisha :29/03/2024 Share story: ଗତ କିଛିଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । କେତେବେଳେ ଗହଣା ତ ଆଉ କେତେବେଳେ ମନ୍ଦିର ଭିତରେ ପଶି କଳାକନା ବୁଲାଇ ଦେଉଛନ୍ତି ବୁଟେରା । ଏହାରି ଭିତରେ ଶୁକ୍ରବାର କଟକ ସଦର ଥାନା ଗୋପାଳପୁର ଅଂଚଳରେ ଆଉ ଏକ ଲୁଟର ଖବର ସାମ୍ନାକୁ ଆସିଛି । ମଟନ ନେବା ବାହାନାରେ ଜଣେ ଦୁର୍ବୁତ ମଟନ ଦୋକାନୀଙ୍କ ମୁହଁରେ ସ୍ପ୍ରେ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ :ଭୟ ବଢ଼ାଉଛି ହାତୀ ଆକ୍ରମଣ loot cuttack Henilprava Swain, Author, 29/03/2024