critical-patient-dies-after-ambulance-breaks-down-midway Read More >
strict-action-after-fire-eviction-drive-at-unit-1-market Read More >
ଭୁବନେଶ୍ୱର: ଓଡ଼ିଶାକୁ ଛୁଟୁଛି ନିବେଶର ସୁଅ । ଦ୍ୱିତୀୟ ଦିନରେ ୮,୪୧୭ କୋଟିର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି । ଯାହା ୧୪,୩୧୦ ନିଯୁକ୍ତି ସୁଯୋଗର ଦ୍ୱାର ଖୋଲିଛି । ଦୁବାଇସ୍ଥିତ ଭାରତୀୟ କମ୍ପାନୀଙ୍କ ସହିତ ସଫଳ ଆଲୋଚନା ଜାରି ରହିଛି । Read More >
ବିଭିନ୍ନ ଦାବି ପୂରଣ ନେଇ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ (UFBU) ଆହ୍ୱାନ କ୍ରମେ ସାରା ଦେଶରେ ଧର୍ମଘଟ ଚାଲିଛି Read More >
youth-electrocuted-to-death-in-malkangiri Read More >
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅପରେସନ୍ସ ମୁଖ୍ୟାଳୟରେ ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ (OSSF) କର୍ମଚାରୀଙ୍କୁ 'କର୍ପୋରେଟ୍ ସାଲାରି ପ୍ୟାକେଜ୍' ଯୋଗାଇଦେବା ପାଇଁ ଓଡ଼ିଶା ପୋଲିସ୍ର ଅପରେସନ୍ସ ବିଭାଗ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । Read More >
indonesia-seeks-return-of-infant-orangutans-rescued-in-odisha Read More >
very-heavy-rainfall-lashes-odisha-kalahandis-golamunda-records-159-mm-imd Read More >
ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି Read More >
କଟକ: ରାଜ୍ୟସଭା ନିର୍ବାଚନ ମାମଲାରେ ବିଜୁ ଜନତା ଦଳ ହାଇକୋର୍ଟଙ୍କ ଦାରସ୍ଥ ହୋଇଛି । ଏହି ମାମଲାରେ ବାଚସ୍ପତିଙ୍କୁ ପକ୍ଷ ଭୁକ୍ତ କରିବାକୁ ବିଜେଡ଼ି ପୁନଃ ପିଟିସନ୍ ଦାଖଲ କରିଛି । ଦଳୀୟ ହ୍ୱିପ୍ ବିରୋଧରେ ଯାଇ ଭୋଟ୍ ଦେଇଥିବା ୮ ଜଣ ବିଧାୟକଙ୍କ ସଭ୍ୟ ରଦ୍ଦ କରିବାକୁ ବିଜେଡ଼ି ପୂର୍ବରୁ ପିଟିସନ୍ ଦାଖଲ କରାସାରିଛି । ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । Read More >
କଟକ: ଗଞ୍ଜେଇ କାରବାର ସମ୍ପର୍କିତ ଅଡ଼ିଓ ଭାଇରାଲ ମାମଲାରେ ପୁଣି ଥରେ ବୌଦ୍ଧ ଆଦର୍ଶ ଥାନାର ପୂର୍ବତନ ଆଇଆଇସିଙ୍କୁ ବଦଳି କରାଯାଇଛି । ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସଙ୍କୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟକୁ ତାଙ୍କୁ ବଦଳି କରାଯାଇଛି । Read More >
ମୟୂରଭଞ୍ଜ: ବାରିପଦା ସହରରୁ ଲାଞ୍ଚ ଟଙ୍କା ନେଇ ଫେରାର ହେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଅଡିଟ୍ ଅଫିସର । ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ । Read More >
ମୋଦୀ-ପୁଟିନଙ୍କ ବୈଠକ ଆରମ୍ଭ, ତାମିଲ ବେଦ ବା 'ତିରୁକ୍କୁରାଲ୍' ପୁସ୍ତକ ଭେଟି ଦେଲେ ମୋଦୀ
ଆମ୍ବୁଲାନ୍ସ ଖରାପ ହେବାରୁ ଯିବା ବାଟରେ ଗୁରୁତର ରୋଗୀଙ୍କ ମୃତ୍ୟୁ; ରାସ୍ତାରେ ପ୍ରତିବାଦ
ନନ୍ଦିଗ୍ରାମ ଉପନିର୍ବାଚନ: ଶୁଭେନ୍ଦୁଙ୍କ ମୃତ ପିଏ ଚନ୍ଦ୍ରନାଥଙ୍କ ମାଆଙ୍କୁ ପ୍ରାର୍ଥୀ କରିପାରେ ବିଜେପି
ବିନେଶ ଫୋଗାଟଙ୍କ ଆବେଦନ ହାଇକୋର୍ଟରେ ଖାରଜ, ମଉଳିଲା ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଖେଳିବା ଆଶା