ବ୍ରହ୍ମପୁର: ହାଇପ୍ରୋଫାଇଲ୍ ହତ୍ୟା କାଣ୍ଡ ତଥା ଆଇନଜୀବୀ ପୀତବାସ ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିଲା ସେପ୍ଟେମ୍ବର । ପ୍ରଥମ ପ୍ରୟାସରେ ହୋଇଥିଲେ ବିଫଳ ଏବଂ ଦ୍ୱିତୀୟ ପ୍ରୟାସରେ ଯୋଜନାକୁ ଦିଆଯାଇଥିଲା ହତ୍ୟାର ରୂପ । ଏଥିପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ରାଜନୈତିକଠାରୁ ଆରମ୍ଭ କରି ବୃତ୍ତିଗତ ଶତ୍ରୁତା ଥିଲା ମୁଖ୍ୟ କାରଣ । ପୀତବାସଙ୍କ ହତ୍ୟା ମାମଲାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବ୍ରହ୍ମପୁର ଏସପି ବିବେକ ଶ୍ରବଣା ଏମ୍. ।
Read More >