mokim-invites-suspended-mlas-to-join-a-unified-platform Read More >
ଭୁବନେଶ୍ୱର: କଂଗ୍ରେସ ଦଳ କାହାକୁ ବରଦାସ୍ତ କରିବ ନାହିଁ । ତିନି ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଆଗାମୀ ଦିନରେ ବହିଷ୍କାର ମଧ୍ୟ କରାଯିବ । ଏଭଳି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । Read More >
age-limit-for-maternity-benefits-unconstitutional-supreme-court-shields-women-adopting-child-older-than-3-months Read More >
ଭୁବନେଶ୍ୱର: କଂଗ୍ରେସ ଦଳରୁ ସଦ୍ୟତମ ଭାବେ ନିଲମ୍ବିତ ହୋଇଥିବା ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କ ବିଧାନସଭା ଆସନ ବଦଳିବ । ଏଥି ନିମନ୍ତେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖିଛନ୍ତି । Read More >
Odisha Assembly adjourned till 4 PM over SCB fire row Read More >
ଭୁବନେଶ୍ୱର: କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । Read More >
ଭୁବନେଶ୍ୱର: ଶ୍ରମୟୀ ମିଶ୍ର କାଗଜପତ୍ର ପ୍ରମାଣ ସହିତ ଭିକେ ପାଣ୍ଡିଆନ ଏବଂ ସଂତୃପ୍ତ ମିଶ୍ର ଖୁଲାସା କରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ଜନତାଙ୍କୁ ଧୋକା ଦେଇ ନିଜ ସାମ୍ରାଜ୍ୟକୁ ଭଣ୍ଡ ସନ୍ୟାସୀ ହାତରେ ଟେକି ଦେଇଛନ୍ତି । ଯାହାର ପ୍ରମାଣ ଦେଇଛନ୍ତି ଶ୍ରୀମୟୀ । Read More >
NHRC action in Cuttack SCB Hospital fire incident; Report sought from Chief Secretary Read More >
ଭୁବନେଶ୍ୱର: ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିବା କଂଗ୍ରେସ ତିନି ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । Read More >
ଭୁବନେଶ୍ୱର: ଆଜି ବିଧାନସଭାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କ୍ରସ୍ ଭୋଟିଂ କରିଥିବା ୧୦ ବିଧାୟକ ଅନୁପସ୍ଥିତ ରହିଛନ୍ତି । କେବଳ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଗୃହରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । Read More >
ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ତାହା ହୋଇଛି । ଏସସିବି ମେଡ଼ିକାଲରେ ଲାଗିଥିବା ନିଆଁର ଧୂଆଁ ବିଧାନସଭାରେ ଉଠିଛି । ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । Read More >
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ସମସ୍ତ କଳ୍ପନାକୁ ଭୁଲ ପ୍ରମାଣିତ କରି ବିଜୟ ହାସଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜଗା ଶରଣରେ ପଶିଛନ୍ତି । ମଙ୍ଗଳବାର ଦିଲ୍ଲୀପ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି । Read More >
ଶରୀରର କଷ୍ଟ ଅପେକ୍ଷା ପରିବାରର ଦାୟିତ୍ୱ ବଡ଼; ଭଙ୍ଗା ହାତରେ ଅଟୋ ଚଲାଉଛନ୍ତି ଏହି ବ୍ୟକ୍ତି
ମ୍ୟାଗାଜିନ୍ ଲୋଡ୍ କରି ନିଜ ଛାତିକୁ ଗୁଳି କଲେ ଯୁବକ; ଭାଇର ଲାଇସେନ୍ସ ପ୍ରାପ୍ତ ପିସ୍ତଲରେ ଭିଡିଓ ବନାଇବା ସମୟରେ ଅଘଟଣ
କୌଣସି ଦେଶ କିପରି ଏୟାରସ୍ପେସ୍ ବନ୍ଦ କରେ? ବିମାନ ପ୍ରବେଶ କଲେ କ’ଣ ହୁଏ କାର୍ଯ୍ୟାନୁଷ୍ଠାନ?
ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ! “ସମସ୍ତ ନିଲମ୍ବିତ ବିଧାୟକ ଗୋଟିଏ ମଞ୍ଚରେ ଆସନ୍ତୁ”