ଦିନ ଦ୍ୱିପ୍ରହରରେ ଫୁଟିଲା ଗୁଳି। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ବାଲିସାହି, ଇନ୍ଦାଳ ଛକ ନିକଟରେ ଯୁବକଙ୍କୁ ଗୁଳିମାଡ । ଗୁଳିମାଡ଼ କରି ଫେରାର ହୋଇଛି ଦୁର୍ବୁତ୍ତ । Read More >
ଗତ କିଛିଦିନ ହେଲା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଆଗାମୀ ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ । Read More >
କାଠଯୋଡ଼ିରେ ବ୍ରିଜ୍ ନିର୍ମାଣ ବେଳେ ଦୁଇ ଜଣ ଇଂଜିନିୟର ଓ ଜଣେ ସୁପରଭାଇଜର୍ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ କାହାର ଭୁଲ ରହିଛି ସେନେଇ ଟିମ୍ ରିପୋର୍ଟ ଦେବ ବୋଲି ମନ୍ତ୍ରୀ କହିଛନ୍ତି । Read More >
ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍, ୬୬ଟି ଅଫୁଟା ଗୁଳି ଓ ୪ଟି ଖୋକା ଜବତ ହୋଇଛି Read More >
Read More >
ଯାଜପୁର: ଭାରସାମ୍ୟ ହରାଇଲା ଟ୍ରାକ୍ଟର । ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ । ଗତକାଲି ରାତିରେ ଘଟିଯାଇଛି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା । ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ନିକଟସ୍ଥ ଚାରିନଙ୍ଗଳ ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି । Read More >
ଆସନ୍ତାକାଲି ସୋମବାର ଅର୍ଥାତ ୫ ତାରିଖ ଦିନ କୁସୁମିତା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନ ବିପ୍ଳବୀ ବୀର ଧରଣୀଧରଙ୍କ ୧୬୧ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ Read More >
ଭୁବନେଶ୍ୱର ଭିଏସ୍ଏସ୍ ନଗର ସ୍ଥିତ ଗୋଜବାୟାଣୀ ଆଦର୍ଶ କଲୋନୀରେ ଏକ ଅଘଟଣ ଘଟିଯାଇଛି । ଗତକାଲି ରାତିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବିଜୁଳି ଘଡଘଡି ମାରୁଥିବା ବେଳେ ବିଦ୍ୟୁତ ସଂସ୍ପଶ ର୍ରେ ଆଜି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ସନ୍ତୋଷାୀ ମଲ୍ଲିକ ବୋଲି ଜଣାପଡିଛି । Read More >
ଚର୍ଚ୍ଚାରେ ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ । ଗଛ ଲଗାଇବେ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଫେଇ କରିବେ। Read More >
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଆରମ୍ଭ ହୋଇଛି । ସିଂହଦ୍ୱାର ଥାନାରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ନାଁ ରେ ଏତଲା ହୋଇଛି । Read More >
ଢେଙ୍କାନାଳ ବନଖଣ୍ଡ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଇରାନାଳୀ ଗାଁରେ ଏକ ଅଘଟଣ ଘଟିଯାଇଛି । ମର୍ଣ୍ଣିଙ୍ଗ ୱାର୍କ କରୁଥିବା ବେଳେ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା । ଗୁରୁତର ମହିଳା ଜଣଙ୍କ ଦିଘି ପଞ୍ଚାୟତ ଅନ୍ତର୍ଗତ କଇରାନାଳୀ ଗାଁର ରଜନୀ ରାଉତ ବୋଲି ଜଣାପଡିଛି । Read More >
CSK ବିଫଳତାର ସବୁଠୁ ବଡ଼ କାରଣ
ସଲମନଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଲେ ନିର୍ଦ୍ଦେଶକ କବିର ଖାନ, ଏହି ଫିଲ୍ମର ଆସିବନି ସିକ୍ୱେଲ୍
ଯୁବକଙ୍କ ଉପରକୁ ଗୁଳିମାଡ଼ ,୩ ଦୁର୍ବୃତ୍ତ ଗୁଳି କରି ଫେରାର, ପୋଲିସ ତଦନ୍ତ ଆରମ୍ଭ
ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷିବ; ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ