ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଆଜି ଦୁବାଇରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଭାରତର ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋସ୍ଚାଟ୍ କିୱି ବିପକ୍ଷ ମ୍ୟାଚ୍ ପାଇଁ ରଣନୀତି ଘୋଷଣା କରିଛନ୍ତି। ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ବୋଲିଂ ଲାଇନ୍ ଅପ୍କୁ ସତେଜ ଓ ଫିଟ୍ ରଖିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତର ସେମିଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୪ତାରିଖରେ ଦୁବାଇରେ ଖେଳାଯିବ ଏବଂ ଆଜିର ମ୍ୟାଚ୍ ପରେ ସେମାନେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବେ ତାହା ସ୍ପଷ୍ଟ ହେବ।
Read More >