ଚଳିତ ଆଇପିଏଲର ୩୦ ତମ ମ୍ୟାଚରେ ମୁମ୍ବାଇ ଇଂଡିଆନ୍ସ ୯୯ ରନରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ କିଛି ମଜାଦାର ତଥ୍ୟ ଉପରେ ଆସନ୍ତୁ ନଜର ପକାଇବା ।
- ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସ ପାଇଁ ସବୁଠାରୁ ବଡ଼ ବିଜୟ ବ୍ୟବଧାନ (ବଲ ଅନୁସାରେ)
୧୪୬ vs ଦିଲ୍ଲୀ ଡେୟାରଡେଭିଲ୍ସ, ଦିଲ୍ଲୀ, ୨୦୧୭
୧୦୨ vs କୋଲକାତା ନାଇଟ ରାଇଡ଼ର୍ସ, କୋଲକାତା, ୨୦୧୮
୧୦୦ vs ରାଜସ୍ଥାନ ରୟାଲ୍ସ, ଜୟପୁର, ୨୦୨୫
୯୯ vs ଗୁଜୁରାଟ ଟାଇଟନ୍ସ, ଅହମଦାବାଦ, ୨୦୨୬(ଚଳିତ ବର୍ଷ)
୯୮ vs ଦିଲ୍ଲୀ ଡେୟାରଡେଭିଲ୍ସ, ଦିଲ୍ଲୀ, ୨୦୧୦
- ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ପାଇଁ ସର୍ବନିମ୍ନ ଟୋଟାଲ
୮୯ vs ଦିଲ୍ଲୀ କ୍ୟାପିଟାଲ୍ସ, ଅହମଦାବାଦ, ୨୦୧୪
୧୦୦ vs ମୁମ୍ବାଇ ଇଂଡିଆନ୍ସ, ଅହମଦାବାଦ, ୨୦୨୬(ଚଳିତ ବର୍ଷ)
୧୨୫/୬ vs ଦିଲ୍ଲୀ କ୍ୟାପିଟାଲ୍ସ, ଅହମଦାବାଦ, ୨୦୨୩
୧୩୦ vs ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ, ଲକ୍ଷ୍ନୌ, ୨୦୨୪
୧୩୫/୬ vs ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ, ଲକ୍ଷ୍ନୌ, ୨୦୨୩
- ୨୦୦ କିମ୍ବା ୨୦୦ ରୁ ଅଧିକ ଡିଫେଣ୍ଡ କରୁଥିବା ବେଳେ ମୁମ୍ବାଇ ଇଂଡିଆନ୍ସ
ମ୍ୟାଚ ଖେଳିଛି - ୨୦
ଜିତିଛି - ୧୯
ହାରିଛି - ୧ (ପଞ୍ଜାବ ବିପକ୍ଷରେ ୨୦୨୫ ରେ)
- ଏହା ସହ ଅହମଦାବାଦ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ମୁମ୍ବାଇ ଇଂଡିଆନ୍ସର ଏହା ହେଉଛି ପ୍ରଥମ ବିଜୟ ।
- ଦୁଇ ଦଳ ଖେଳିଥିବା ୯ ଟି ମ୍ୟାଚରୁ ୮ ଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି ।
- ଅହମଦାବାଦରେ ଲଗାତାର ୬ ଟି ମ୍ୟାଚ ହାରିବା ପରେ ଏହା ହେଉଛି ମୁମ୍ବାଇର ପ୍ରଥମ ବିଜୟ ।