ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଙ୍କ ସହ ବିତାଇଥିବା ବିଶେଷ ମୁହୂର୍ତ୍ତର ଫୋଟକୁ ସେୟାର କଲେ ଆର ମାଧବନ୍ ଖବର ଓଡିଶା : 16/07/2023: Share story: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିତାଇଥିବା କିଛି ବିଶେଷ ମୁହୂର୍ତ୍ତର ଫୋଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବଲିଉଡ ଅଭିନେତା ଆର ମାଧବନ୍ । ଫଟୋ ସହିତ ଆର ମାଧବନ୍ ଏକ ଭିଡିଓ କ୍ଲିପ୍ ମଧ୍ଯ ସେୟାର କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀ, ଇମାନୁଏଲ୍ ମାକ୍ରନ୍ ଏବଂ ଫ୍ରାନ୍ସର ପୂର୍ବତନ ଫୁଟବଲର୍ ମାଥ୍ ପ୍ଲେମିନିଙ୍କ ସହ ସେଲଫି କ୍ଲିକ୍ କରୁଥିବା ନଜର ଆସିଛନ୍ତି । ଏହି ଫଟୋ ଗୁଡିକ ସେୟାର କରିବାବେଳେ ଆର ମାଧବନ୍ ନୋଟ୍ ସେୟାର କରି ଲେଖିଛନ୍ତି, 'ଜୁଲାଇ ୧୪, ୨୦୨୩ରେ ପ୍ୟାରିସରେ ବେଷ୍ଟିଲ୍ ଦିବସ ପାଳନ ସମୟରେ ଭାରତ- ଫରାସୀ ସମ୍ପର୍କ ତଥା ଉଭୟ ଦେଶର ଲୋକଙ୍କ ପାଇଁ କିଛି ଭଲ କରିବା ପାଇଁ ଉତ୍ସାହ ଦେଖାଯାଇଥିଲା। ଏହି ଡିନର ମୋ ପାଇଁ ପୁରା ସରପ୍ରାଇଜ୍ ଥିଲା। ' ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇ ସେ ଚନ୍ଦ୍ରଯାନଙ୍କ ସଫଳତା ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଲୁଭ୍ରେ ସଂଗ୍ରହାଳୟରେ ଡିନର ଆୟୋଜନ କରାଯାଇଥିଲା। ଯେଉଁଥିରେ ରେ କିଛି ବିଶେଷ ବ୍ୟକ୍ତି ମଧ୍ୟ ଭାଗ ନେଇଥିଲେ । ଏହି ଡିନରରେ ଉଭୟ ଦେଶର ମୁଖ୍ୟଙ୍କୁ ଭେଟିବାର ଏକ ମାଧ୍ୟମ ଥିଲା। ତେବେ ସନ୍ଧ୍ୟାଟି ଅଧିକ ସ୍ମରଣୀୟ ହୋଇଥିଲା ଯେତେବେଳେ ବଲିଉଡ ଅଭିନେତା ଆର. ମାଧବନ୍ ମଧ୍ୟ ଏହାର ଏକ ଅଂଶ ହୋଇଥିଲେ । View this post on Instagram A post shared by R. Madhavan (@actormaddy) ଆର ମାଧବନ୍ ଶନିବାର ଅନୁଷ୍ଠିତ ଏହି ଡିନରର କିଛି ଫଟୋ ସେୟାର କରି ଥିଲେ। ଯେଉଁଥିରେ ସେ ପିଏମ ମୋଦୀଙ୍କ ସହ ଏକ ଚମତ୍କାର ବଣ୍ଡ ସେୟାର କରୁଥିବାର ନଜର ଆସିଛନ୍ତି। ଫଟୋ ଗୁଡ଼ିକରେ, ମାଧବନ୍ ପିଏମ ମୋଦୀଙ୍କ ହାତ ଧରିଥିବାବେଳେ ଦ୍ୱିତୀୟ ଫଟୋରେ, ମାଧବନ୍ ତିନିଥର ଗ୍ରାମୀ ପୁରସ୍କାର ବିଜେତା ସଂଗୀତଜ୍ଞ ରିକି କେଜ୍ ଏବଂ ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ଫଟୋ କ୍ଲିକ୍ କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ମାଧବନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । R Madhavan PM Modi Emmanuel Macron French India Khabar Odisha ଖବର ଓଡ଼ିଶା, Reporter, 16/07/2023 କୋଲକାତାରେ ଲାଇକଷ୍ଟେଜର ପ୍ରଥମ କ୍ରିୟଟରସ ମିଟ Archana Anamika Ray | 09/11/2023 ଲାଇକଷ୍ଟେଜ କୋଲକାତାରେ ଏହାର ସର୍ବପ୍ରଥମ କ୍ରିୟଟର ମିଟ୍ ଆୟୋଜନ କରି ଭାରତୀୟ ସୋସିଆଲ ମିଡିଆ ସ୍ପେସରେ ଏହାକୁ ପୋଷ୍ଟ କରିଛି। ସ୍ପଟ୍ ଲାଇଟ୍ ଏହି ଗତିଶୀଳ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କିଛି ନିଆରା କରିବାକୁ ଚେଷ୍ଠା କରିଛି। Read More > ସୋସିଆଲ ମିଡିଆରେ ଖୋଲାଖୋଲି ଅସ୍ତ୍ରଶସ୍ତ୍ର ଦେଖାଇ ରିଲ୍ସ ଭିଡିଓ ବନାଇବାରୁ ଘରୁ ଉଠାଇ ନେଲା ପୁଲିସ Abhilipsa Rath | 02/11/2023 ରିଲ୍ସ ବନାଇବା ଚକ୍କରରେ ବନ୍ଧା ହେଲେ ଯୁବତୀ। ଅସ୍ତ୍ରଶସ୍ତ୍ର ଦେଖାଇ ରିଲ୍ସ ଭିଡିଓ କରିବା ଦ୍ୱାରା ତାଙ୍କୁ ଘରୁ ଉଠାଇ ନେଇଛି ପୁଲିସ। Read More > ଇସ୍ରାଏଲର ଧମକ ପରେ ବି ଗାଜାକୁ ସହାୟତା ଯୋଗାଇବେ ଏଲନ ମସ୍କ Abhilipsa Rath | 29/10/2023 ଏଲନ୍ ମସ୍କ ଘୋଷଣା କରିଛନ୍ତି ଯେ , ଗାଜାର ଲୋକଙ୍କୁ ସେ ସହାୟତା କରିବେ । ଗାଜାକୁ ସହାୟତା ଯୋଗାଉଥିବା ଅନ୍ତର୍ଜାତୀୟ ସଂସ୍ଥାମାନଙ୍କୁ ଯୋଗାଯୋଗ କରିବାରେ ମସ୍କ ସହାୟତା କରିବେ । Read More > ଏଥର ଏକ୍ସରେ ମଧ୍ୟ କରିପାରିବେ ଭିଡିଓ ଓ ଅଡିଓ କଲ Abhilipsa Rath | 28/10/2023 ଏକ୍ସ ବ୍ୟବହାର କରୁଥିବା X ୟୁଜର୍ସଙ୍କ ପାଇଁ ଖୁସି ଖବର। ଏଥର ଏକ୍ସରେ ମଧ୍ୟ ଆପଣ ଭିଡିଓ ଓ ଅଡିଓ କଲ କରିପାରିବେ। Read More > ମେଟା ବିରୋଧରେ ମାମଲା ରୁଜୁ Abhilipsa Rath | 26/10/2023 ମେଟା, ବିଲିୟନେୟାର ମାର୍କ ଜୁକରବର୍ଗଙ୍କ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀ ମେଟା ବିରୋଧରେ ୪୦ଟି ଆମେରିକୀୟ ରାଜ୍ୟ ପକ୍ଷରୁ ବିଭିନ୍ନ କୋର୍ଟରେ ମାମଲା ରୁଜୁ ହୋଇଛି। Read More > ଆତସବାଜି ସହିତ ଧୁମଧାମରେ ଶାଶୁ ଘରୁ ଝିଅକୁ ଆଣିଲେ ବାପା Abhilipsa Rath | 21/10/2023 ରାଞ୍ଚିର ନିବାସୀ ପ୍ରେମ ଗୁପ୍ତା ନିଜ ଝିଅକୁ ତାଙ୍କ ଶାଶୁ ଘରୁ ଯାଇ ଆଣିଥିଲେ | ନେଇଯିବାବେଳେ ସଙ୍ଗୀତ ଏବଂ ବାଣ ଫୁଟାଇ ବିବାହ ଶୋଭାଯାତ୍ରା କରିଥିଲେ | Read More > ଏକ୍ସରୁ ହଟିଲା ହମାସ୍ ସମର୍ଥକଙ୍କ ଆକାଉଣ୍ଟ Abhilipsa Rath | 13/10/2023 ହମାସ୍ ଆତଙ୍କବାଦୀ ସଂଗଠନକୁ ଲାଗିଛି ଆଉ ଏକ ବଡ଼ ଝଟକା । ସୋସିଆଲ ମିଡିଆ ଏକ୍ସରେ ହମାସ୍ ସହ ଜଡ଼ିତ ଥିବା ବହୁ ଆକାଉଣ୍ଟକୁ ହଟାଇ ଦିଆଯାଇଛି । Read More > ଚଳଚଞ୍ଚଳ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିର : ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି Smitanjali Routray | 09/10/2023 ଆସିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି । ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ ଦୁର୍ଗା । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଏହି ଷୋଡଶ ଉପଚାର ବିଧି । Read More > ଏପରି ଏକ ଗାଁ, ଯେଉଁଠି ରହିଛନ୍ତି ଘରେ ଘରେ ୟୁଟ୍ୟୁବର Smitanjali Routray | 08/10/2023 ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ୟୁଟ୍ୟୁବ ଚ୍ୟାନେଲ୍ ଖୋଲି ଭ୍ଲଗ କରିବାରେ ସମସ୍ତେ ବ୍ୟସ୍ତ । ନୂଆ ଥିମରେ ନୂଆ କଣ୍ଟେଣ୍ଟ ଦେଇ ନିଜ ଫଲୋଅରସ ବଢାଇବା ସହ ଏହା ରୋଜଗାରର ମାଧ୍ୟମ ମଧ୍ୟ ହେଇପାରୁଛି । ଆପଣ ମାନେ ଜାଣିଛନ୍ତି କି ଏପରି ଏକ ଗାଁ, ଯେଉଁଠି ରହିଛନ୍ତି ଘରେ ଘରେ ୟୁଟ୍ୟୁବର ଯେଉଁଠି କେବଳ ଯୁବକ କି ପିଲା ନୁହେ ୮୫ ବର୍ଷୀୟ ବୃଦ୍ଧ ବି ଅଭିନୟ କରନ୍ତି । Read More > ଅଡି କାର୍ରେ ଆସି ଶାଗ ବିକିଲେ ଚାଷୀ : ଭିଡିଓ ଭାଇରାଲ Smitanjali Routray | 30/09/2023 ଅଡି କାର୍ର ମାଲିକ ହେବା ଅନେକଙ୍କ ପାଇଁ ସ୍ବପ୍ନ ହୋଇଥାଏ । ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ପଡ଼ିଥାଏ । ଉଚ୍ଚ ପ୍ରତିଷ୍ଠିତ ଧନୀକ ଶ୍ରେଣୀର ଲୋକେ ବି ଅଡି କାର୍ କିଣିବା ପୂର୍ବରୁ ନିହାତି ପକ୍ଷେ ଦୁଇ ଥର ଭାବିଥାନ୍ତି । ମାତ୍ର କେରଳ ରାସ୍ତାରେ ଏପରି ଏକ ଦୃଶ୍ୟ ଦେଖି ଆପଣ ଚକିତ ହୋଇଯିବେ । Read More > ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବ୍ୟବହାରକାରୀଙ୍କଠାରୁ ମାସିକ ବିଲ୍ ନେବେ ଏଲନ ମସ୍କ Smitanjali Routray | 20/09/2023 ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବ୍ୟବହାରକାରୀଙ୍କ ପାଇଁ ଆସିଛି ଏକ ବଡ ଖବର । ସବୁବେଳେ ଚର୍ଚ୍ଚାରେ ରହୁଥିବା ଏକ୍ସର ମାଲିକ ଏଲନ ମସ୍କ ଯୋଜନା କରୁଛନ୍ତି କି, ସମସ୍ତ ଏକ୍ସ ବ୍ୟବହାରକାରୀଙ୍କ ଠାରୁ ମାସିକ ବିଲ୍ ଆଦାୟ କରିବେ । ଏନେଇ ଏଲନ୍ ମସ୍କ ନିଜେ ଖୁଲାସା କରିଛନ୍ତି । Read More > ଯଦି ଆପଣମାନେ ଗୁଗଲରେ ଏମିତି କିଛି ଜିନିଷ ସର୍ଚ୍ଚ କରୁଛନ୍ତି , ତାହାଲେ ହୋଇଯାଆନ୍ତୁ ସାବଧାନ ! ଖବର ଓଡ଼ିଶା | 04/09/2023 ଏବେ ସାରା ବିଶ୍ୱରେ କୋଟି କୋଟି ଲୋକ ଗୁଗଲର ବିଭିନ୍ନ ପ୍ରକାରର ଉପଯୋଗ କରୁଛନ୍ତି , କିଏ ଗୁଗଲରୁ ପାଠ ପଢୁଛି ତ ଆଉ କିଏ ଗେମ ଖେଳି ମନୋରଞ୍ଜନ କରୁଛି , କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ସର୍ଚ୍ଚ କଲେ ଆପଣଙ୍କୁ ଜେଲ ଦଣ୍ଡ ଭୋଗିବା ସହ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥାଏ । Read More > Tweets by Khabar Odisha Recent ଆଜି ରାଜ୍ଯର ୨୭ ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ନିର୍ବାଚନ ହାରିବା ଭୟ :ସମୀର ମହାନ୍ତି ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭିଡିଓ