A post shared by Pallavi Raj (@myshadowbeats)
ଏହି ଭିଡିଓରେ ଅନେକ ବ୍ୟବହାରକାରୀ ନିଜର ବହୁମୂଲ୍ୟ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ବେଳେ କେହି କେହି ନକାରାତ୍ମକ ପ୍ରତିକ୍ରିୟା ବି ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆପଣ ଭିଡିଓରେ ନକଲି କ୍ଲିପ୍ କାହିଁକି ଆଡ୍ କରିଛନ୍ତି?’ ଅନ୍ୟ ଜଣେ ଲେଖିଛନ୍ତି, ‘ତୁମେ ବିବି ନମ୍ବର-୧ ର କରିସ୍ମା କପୁରଙ୍କ ଭଳି ଦିଶୁଛ’। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ ବିଦେଶରେ ଭାରତକୁ ଗର୍ବିତ ଅନୁଭବ କରାଇଛନ୍ତି ।