୬ ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ ଆଜି ପ୍ରକାଶ ପାଇଛି। କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ପରି ସମସ୍ତ ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ୍ ହେବ ବୋଲି ତାଲିକା ବାହାରିଛି। ତେବେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଛିଟା ସମୟ ପରିବର୍ତ୍ତନ କରାଯାଇଛି।
ସୂଚନା ମୁତାବକ, ଆଜି ନିର୍ବାଚନରେ ଭୋଟ ଦେବା ପାଇଁ ନିର୍ବାଚନୀ ସମୟ ନିର୍ଧାରିତ କରାଯାଇଛି। କେତେବେଳେ କେଉଁ ସମୟରେ ଭୋଟର ମାନେ ଭୋଟ ଦେବେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର, ଢେଙ୍କାନାଳ, ସମ୍ବଲପୁର ,କଟକ, ପୁରୀ ଏବଂ ଭୁବନେଶ୍ୱର ପରି ୬ ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ ଆଜି ପ୍ରକାଶ ପାଇଛି। କେନ୍ଦୁଝର, ଢେଙ୍କାନାଳ, ସମ୍ବଲପୁର ,କଟକ, ପୁରୀ ଏବଂ ଭୁବନେଶ୍ୱରରେ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ୍ ଦେବା ବେଳେ ସମ୍ବଲପୁରରେ ଭୋଟରମାନେ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ସେହିଭଳି ଦେବଗଡ଼ରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ୍ ଦେଇ ହେବ। ତେଣୁ ସମସ୍ତ ବ୍ୟବସ୍ଥାକୁ ସଠିକ ଭାବେ ପରିଚାଳନା କରାଯାଇଛି।