ଚୀନର ଉତ୍ତର-ପଶ୍ଚିମ ନିଙ୍ଗୟା ଅଂଚଳରେ ଏକ ବଡ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ପଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି । Read More >
ଥିରୁଅନନ୍ତପୁରମ: କୁହାଯାଇଥାଏ ସାହାଯ୍ୟ କଲେ ପୂଣ୍ୟ ମିଳିଥାଏ । କାହାରିକୁ ସାହାଯ୍ୟ କରିବାକୁ ଭଲ କାମ କୁହାଯାଇଥାଏ । ଏଭଳି ଏକ ଜ୍ୱଳନ୍ତ ଉଦାହରଣ ହୋଇଛନ୍ତି କେରଳର ଆମ୍ବୁଲାନ୍ସ ଡ୍ରାଇଭର ଅରୁଣ । ସେ ୭୦ ବର୍ଷୀୟ ରୋଗୀଣା ମହିଳାଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି । Read More >
ରାଜସ୍ଥାନର କୋଟାରେ ଜଣେ ଛାତ୍ର ନିଖୋଜ ଅଛି । କେତେବେଳେ କୋଟାରୁ ଛାତ୍ର ମୃତ୍ୟୁ ଖବର ତ ପୁଣି କେତେବେଳେ ଛାତ୍ର ନିଖୋଜ ଖବର ସାମ୍ନାକୁ ଆସୁଛି Read More >
ଅଧିକ ସମୟ କାର୍ରେ ଯାତ୍ରା କଲେ ହୋଇପାରେ କ୍ୟାନ୍ସର । କାରରେ ଅଧିକ ସମୟ ଯାତ୍ରା କରୁଛନ୍ତି କି ତେବେ ବର୍ତ୍ତମାନଠାରୁ ହୋଇଯାଆନ୍ତୁ ସାବଧାନ । ବିଷାକ୍ତ ହେବାରେ ଲାଗିଛି ବାୟୁମଣ୍ଡଳ । ଵାୟୁପ୍ରଦୂଷଣର ଏକ ପ୍ରମୁଖ କାରଣ ସାଜିଛି କାର୍ । Read More >
ବିମାନରେ ସିଗାରେଟ ଟାଣି ଜଣେ ବ୍ୟକ୍ତି ଗିରଫ । ବିମାନରେ ଯାତ୍ରା କରୁଥିବା ସମୟରେ ବିମାନର ନିୟମକୁ ଉଲଘଂନ କରି ବିମାନର ଟଏଲେଟ୍ରେ ସିଗାରେଟ୍ ଟାଣୁଥିବାରୁ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । Read More >
କେରଳରେ ଭୟ ବଢ଼ାଉଛି ନାଇଲ ଫିଭର୍ । ଏହାକୁ ନେଇ ସମସ୍ତେ ଭୟଭୀତ ହୋଇପଡିଛନ୍ତି । ୱେଷ୍ଟ ନାଇଲ ଫିଭର ବ୍ୟାପିବାରେ ଲାଗିଛି । Read More >
ଡିସିପିର ପରିଚୟ ଦେଇ ଲୁଟିନେଲେ କୋଟି କୋଟି ଟଙ୍କା । ଦିନକୁ ଦିନ ବଢିଚାଲିଛି ସାଇବର ଲୁଟେରାଙ୍କ ଲୁଟପାଟ। Read More >
ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି । ଭିନ୍ନ ଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାରକୁ ପ୍ରଦାନ କରିବେ ମହାମହିମ ଦ୍ରୌପଦୀ ମୁର୍ମୁ । Read More >
ଦେଶରେ ନିର୍ଵାଚନ ମାହୋଲ ଚାଲିଥିବାବେଳେ ଜବତ ହେଉଛି ପୁଳାପୁଳା ଟଙ୍କା । ଗାଡ଼ି ହେଉ କି ଘର ସବୁଠି ଜବତ ହେଉଛି ଟଙ୍କା । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ଚଢ଼ାଉ ବେଳେ ଜବତ ହୋଇଛି ୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । Read More >
ହ୍ୟୁମାନ୍ ମୋବାଇଲ୍ ଡିଭାଇସେଜ୍ (ଏଚ୍ଏମ୍ଡି) ଗ୍ଲୋବାଲ ‘ନୋକିଆ’ର ନୂଆ ଫୋନ୍ ବଜାରକୁ ପ୍ରବେଶ କରାଇଛି । ଏହି କଂପାନୀ ନୋକିଆ ୩୨୧୦ ଲଞ୍ଚ କରିଛି, ଯାହା କି ବଜାରକୁ ୨୫ ବର୍ଷ ପରେ ଫେରିଛି । Read More >
ବାୟୁସେନା ଦଳ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ଫଟୋ ଓ ପରିଚୟ ସାମ୍ନାକୁ ଆସିଛି। ତେବେ ସେହି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନର ପୂର୍ବତନ କମାଣ୍ଡୋ ରହିଥିବା ସୂଚନା ମିଳିଛି। Read More >
ପେଟ୍ରୋଲ ରେଟରେ ପରିବର୍ତ୍ତନ ସବୁଦିନ ଦେଖିବାକୁ ମିଳୁଛି । କେବେ କେବେ ପେଟ୍ରୋଲ ରେଟ ବଢି ଯାଉଛି ତ କେବେ କେବେ ପେଟ୍ରୋଲ ରେଟ କମି ଯାଉଛି । ତେବେ ଗାଡିରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ତେଲ ଦର ଆଜି କେତେ ଅଛି Read More >
ଓଡ଼ିଶା ପାଇଁ ନୀତିନ ଗଡ଼କରୀଙ୍କ ଘୋଷଣା
ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ
ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ
ଚନ୍ଦନ ଯାତ୍ରା ସହ ରଥ ନିର୍ମାଣ ଅନୁକୂଳ