ଏମିତି ଏକ ଦେଶ ;ଯାହାର ଲୋକସଂଖ୍ୟା ମାତ୍ର ୩୦୦ । ଏହି କଥା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ପ୍ରକୃତରେ ଏଭଳି ଏକ ଦେଶ ଅଛି ଯେଉଁ ଦେଶ ୩୦୦ ଲୋକ ସଂଖ୍ୟାକୁ ନେଇ ଗଠିତ ହୋଇଛି । Read More >
ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଲା, ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । Read More >
ଅଷ୍ଟ୍ରେଲିଆରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି Read More >
ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଞ୍ଚିଛି । ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ ଉପରେ ଭାରି ପଡିଛି । Read More >
ମହାକାଶରେ ସାମୋସା ଖାଇବାକୁ ଭଲ ପାଉଥିବା ଭାରତୀୟ ମହାକାଶଚାରୀ କ୍ୟାପଟେନ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଉଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି । Read More >
ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସର ଗେଟ୍ କୁ ଏକ କାର୍ ଧକ୍କା ଦେବା ପରେ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି। Read More >
୧୭ଜଣ ରୋଗୀଙ୍କ ଜୀବନ ନେଇଥିବା ନର୍ସକୁ ୭୬୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଆମେରିକାର ପେନସିଲଭାନିଆରେ ଏକ ହସ୍ପିଟାଲରେ କାମ କରୁଥିବା ଜଣେ ନର୍ସ ଗତ ୩ ବର୍ଷ ଧରି ରୋଗୀଙ୍କୁ ଇନ୍ସୁଲିନର ଘାତକ ଡୋଜ ଦେଇଥିବାର ପ୍ରମାଣ ମିଳିଥିବାରୁ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି। Read More >
କାନାଡାରେ ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୪ ଜଣ ଭାରତୀୟଙ୍କ ଜୀବନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା Read More >
ଭାରତର କିଛି ଅଞ୍ଚଳକୁ ନିଜ ୧୦୦ ଟଙ୍କିଆ ନୋଟ୍ ରେ ଛାପିଲା ନେପାଳ । ନେପାଳ ତାର ନୂଆ ମାନଚିତ୍ର ଓ ୧୦୦ ଟଙ୍କିଆ ନୋଟ୍ ଛପାଯିବା ନେଇ ଘୋଷଣା କରିଥିଲା Read More >
ଉତ୍ତର-ପଶ୍ଚିମ ପାକିସ୍ତାନର ପାହାଡ଼ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦ ଜଣଙ୍କର ଜୀବନ ଯାଇଛି । ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳର ଡାଇମର ଜିଲ୍ଲାର କରାକୋରାମ ରାଜପଥରେ ଏହି ଦୁର୍ଘଟଣା ଘଟିଛି । Read More >
ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ । ସାଧାରଣ ଜନତାଙ୍କୁ ସଚେତନ ଓ ଅବଗତ କରିବାକୁ ଗଣମାଧ୍ୟମର ସ୍ୱାଧିନତା ମହତ୍ୱପୂର୍ଣ୍ଣ ଅଟେ। Read More >
ଚୀନର ଦକ୍ଷିଣ ଗୁଆଙ୍ଗଡୋଙ୍ଗ ପ୍ରଦେଶର ମିଜହୋ ସହରରେ ରାଜପଥର ଏକ ଅଂଶ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେବା ଫଳରେ ମାଟି ଅତଡ଼ା ଖସି ରାଜପଥର ଏକ ଅଂଶ ଭୁଶୁଡି ଯାଇଛି । Read More >
ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
୬ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ବସ୍ରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ
ପୋଖରୀରେ ବୁଡି ଯୁବକ ମୃତ