ବାତିଲ ହେଲା ପ୍ରାୟ ୭୦ରୁ ଅଧିକ ବିମାନ । ଯାତ୍ରୀମାନେ ହେଲେ ହନ୍ତସନ୍ତ । ଏୟାର ଇଣ୍ଡିଆର ପ୍ରାୟ ୭୦ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଛି । ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସରେ କାର୍ଯ୍ୟରତ ଥିବା ପ୍ରାୟ ୩୦୦ରୁ ଅଧିକ କ୍ରିଉ ମେମ୍ବର ସମୂହ ଛୁଟିରେ ରହିଛନ୍ତି
Read More >