ବ୍ରାଜିଲରେ ପ୍ରବଳ ବର୍ଷା ପାଇଁ ମାଟି ଅତଡା ଖସି ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୮ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। Read More >
ସ୍କୁଲ ଭିତରେ ପିଟାପିଟି ହେଲେ ଶିକ୍ଷୟିତ୍ରୀ । ଶିକ୍ଷା ଦାନ କରିଥାଇ ମଧ୍ୟ ଭୁଲିଗଲେ ଶିଷ୍ଟାଚାର । ସାମାନ୍ୟ କଥାକୁ ନେଇ ଝଗଡା ଲଗାଇଲେ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ । Read More >
ମୁସୁରୀ - ଡେରାଡୁନ ଜାତୀୟ ରାଜପଥରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ କାର୍ ଖାଇକୁ ଖସିପଡିଛି । Read More >
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ଯବାନଙ୍କୁ ନେଇ ଆସୁଥିବା ବସ୍ । ଭାରସାମ୍ୟ ହରାଇ ରାସ୍ତାରେ ଥିବା ଗଛକୁ ପିଟିଥିଲା ବସ୍ Read More >
ପିଠିରୁ ବାହାରିଲା ୧୬.୭ କିଲୋର ଟ୍ୟୁମର । ୧୦ ଘଣ୍ଟାର ସର୍ଜରୀ ପରେ ସଫଳ ହେଲା ଅପରେସନ । ପିଠିରୁ ବାହାରିଲା ୧୬.୭ କିଲୋର ଟ୍ୟୁମର । Read More >
ଗୁରୁବାର ସନ୍ଧ୍ୟାରେ କର୍ଣ୍ଣାଟକର ଏକ କଲ୍ୟାଣ ଜୁଏଲର୍ସ ଶୋ’ ରୁମ୍ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । Read More >
୧୮ ଲକ୍ଷ ପାର ହେଲା ଚାରିଧାମ ଯାତ୍ରା ଲାଗି ପଞ୍ଜିକରଣ । ଆସନ୍ତା ୧୦ ତାରିଖ ଦିନ ଉତ୍ତରାଖଣ୍ଡର ଚାରିଧାମର ଦ୍ୱାରା ଭକ୍ତ ମାନଙ୍କ ପାଇଁ ଖୋଲାଯିବ । Read More >
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଛି। ଗତ ନିର୍ବାଚନରେ ରାହୁଲ ଆମେଥିରୁ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ। Read More >
ପୁଣି ଜଳମଗ୍ନ ହେଲା ଦୁବାଇ । ଗତ କିଛି ଦିନ ପୂର୍ବରୁ ଦୁବାଇରେ ବର୍ଷା ତାଣ୍ଡବ ରଚିଥିଲା । ଦୁବାଇରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସବୁଠି ପାଣି । ବର୍ତ୍ତମାନ ଦୁବାଇରେ ସମାନ ସ୍ଥିତି ଉପୁଜିଛି । Read More >
ନୂଆ ଆବିଷ୍କାର କରିଛନ୍ତି ଇସ୍ରୋର ବୈଜ୍ଞାନିକ । ଅଧ୍ୟୟନରୁ ନୂଆ ଖୁଲାସା ହୋଇଛି ଯେ ଚନ୍ଦ୍ରରେ ଆକଳନଠାରୁ ୮ଗୁଣା ଅଧିକ ପାଣି ରହିଛି, Read More >
ପାର୍ସଲ ଖୋଲିଲାବେଳେ ବିସ୍ଫୋରଣ । ଅନଲାଇନ ମଗାଇଥିବା ପାର୍ସଲ ଖୋଲିଲାବେଳେ ବିସ୍ଫୋରଣ ହେଲା । ଏହି ବିସ୍ଫୋରଣ ଫଳରେ ଚାଲିଗଲା ବାପା ଓ ଝିଅର ଜୀବନ । ଏଥିସହ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । Read More >
ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉଜ ଆଭେନ୍ୟୁ କୋର୍ଟଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ପୁଣି ଥରେ ଜାମିନ ପାଇଁ ଆବେଦନ କରିଛନ୍ତି। Read More >
ମୋଦିଙ୍କ ଗସ୍ତ ନେଇ ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି
ଚିନ୍ନସ୍ୱାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଗୁଜୁରାଟ ଟାଇଟାନ୍ସ
ଆଠଗଡରେ ବିରଳ ପକ୍ଷୀ ପାଣିଚିରି
ବିପୁଳ ପରିମାଣର ମଦ ଓ ପୋଚ ଜବତ