ବଲିଉଡର ଭାଇଜାନ ତଥା ସଲମାନ ଖାନଙ୍କ ଘରକୁ ଗୁଳିମାଡ ଘଟଣାରେ ଆସିଛି ଆଉ ଏକ ବଡ ଅପଡେଟ ।ଏହି ମାମଲାରେ ଅଭିଯୁକ୍ତ ଥିବା ଅନୁଜ ଥାପାନ୍ ଜେଲ୍ ଭିତରେ ଜୀବନ ହାରିଦେବା ଉଦ୍ୟମ୍ କରିଛି। ବର୍ତ୍ତମାନ ତା' ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Read More >
ସାଇବର ସେଲର ସମନ ପରେ ବି ହାଜର ହେଲେନି ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ଆଇପିଏଲ ମ୍ୟାଚର ଅବୈଧ ସ୍କ୍ରିନିଂ ମାମଲାରେ ଫଶିଥିବା ଅଭିନେତ୍ରୀ ତମନ୍ନା ଭାଟ୍ଟିଆକୁ ସମନ ଯାରି କରିଥିଲା Read More >
ଆଜି ହେଉଛି ଅନିଷ୍କା ଶର୍ମାଙ୍କର ଜନ୍ମଦିନ । ଅନୁଷ୍କା ଶର୍ମା ଆଜି 36 ବର୍ଷ ବୟସରେ ପାଦ ରଖିଛନ୍ତି । ସେ ବଲିଉଡର ନାମୀ ଦାମୀ ଅଭିନେତ୍ରୀଙ୍କ ଭିତରୁ ଜଣେ। ସେ ତାଙ୍କ କ୍ୟାରିୟର ରବ ନେ ବନାଦୀ ଯୋଗୀରୁ ଆରମ୍ଭ କରିଛନ୍ତି । Read More >
ଭୋଜପୁରୀ ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ ଅମ୍ରିତା ପାଣ୍ତେ ଜୀବନ ହାରି ଦେଇଛନ୍ତି । ବିହାରର ଭାଗଲପୁର ଜୋଗସରା ଅଞ୍ଚଳରେ ଗୋଟେ ଆର୍ପାଟମେଣ୍ଟରୁ ତାଙ୍କର ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଛି । Read More >
ଗିରଫ ହେଲେ ଅଭିନେତା ସାହିଲ ଖାନ୍। ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ମୁମ୍ବାଇ ପୋଲି ତାଙ୍କୁ ଆଜି ଗିରଫ କରିଛି। Read More >
ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ଏବେ ଅଭିନେତ୍ରୀ ତମନ୍ନା ଭାଟିଆକୁ ସମନ ପଠାଇଛି ମହାରାଷ୍ଟ୍ର ସାଇବର ସେଲ । ମହାଦେବ ବେଟିଂ ଆପ୍ ସହ ଜଡିତ ଏକ ସହାୟତା ଆପର ପ୍ରମୋସନ କରିଥିବା ଅଭିଯୋଗରେ ସାଇବର ସେଲ ତଙ୍କୁ ସମନ ପଠାଇଛି । Read More >
ଆସୁଛି ‘ଡ୍ରିମ ଗାର୍ଲ ୩’ ଏହାକୁ ନେଇ ଦର୍ଶକ ବେଶ ଖୁସି ଅଛନ୍ତି । ଏହାର ଦୁଇଟି ଭାଗ ଦର୍ଶକଙ୍କୁ ବେଶ ଭଲ ଲାଗିଛି । ଏହାକୁ ବିଚାରରେ ରଖି ନିର୍ମାତା ଏହାର ତୃତୀୟ ଭାଗ ଆଣିବାକୁ ଯୋଜନା ପାଞ୍ଚିଛନ୍ତି । ଡ୍ରିମ ଗାର୍ଲର ପ୍ରଥମ ଭାଗ ଏବଂ ଦ୍ୱିତୀୟ ଭାଗ ଦର୍ଶକଙ୍କ ମନକୁ ବେଶ ଆକର୍ଶଣ କରିପାରିଥିଲା Read More >
ବଲିଉଡ ଅଭିନେତା ବରୁଣ ଧାୱନ ଆଜି ୩୬ ତମ ବୟସରେ ପାଦ ରଖିଛନ୍ତି। ଜନ୍ମଦିନ ଅବସରରେ ବରୁଣଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। Read More >
ମାନୁଷୀ ଚିଲ୍ଲର 2017ରେ ମିସ୍ ୱାର୍ଲଡ ହୋଇଥିଲେ । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ ପାଇଁ ତାଙ୍କୁ ନିରାମିଷାଶୀରୁ ଆମିଷାଶୀ ହେବାକୁ ପଡିଛି । ତେବେ ତାଙ୍କୁ ଏମିତି କାହିଁକି କରିବାକୁ ପଡ଼ିଲା, ଏକ ସାକ୍ଷାତକାରରେ ସେ ଖୁଲାସା କରିଛନ୍ତି । Read More >
ନିକଟରେ ବଲିଉଡ୍ ଅଭିନେତା ରଣବୀର ସିଂହ ଙ୍କର ଡିପ୍ଡିଫେକ୍ ଭିଡିଓ ଭାଇରାଲ୍ ହୋଇଛି। ଏହି ନକଲି ଭିଡିଓରେ ରଣବୀର ଦେଶର ମହଙ୍ଗା ସ୍ଥିତି ଓ ବେରୋଜଗାରୀ ନେଇ ମୋଦୀ ସରକାରଙ୍କୁ ନିନ୍ଦା କରୁଥିବାର ଦେଖିବାକୁ ମଳିଥିଲା Read More >
୨୦୨୪ର ସବୁଠାରୁ ବଡ ମୁଭି କଲ୍କୀ ୨୮୯୮ ଏଡି । ମୁଭିଟିର ଟିଜର ରିଲଜ୍ ହେବାପରେ ପ୍ରଶଂସକ ମାନେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ବିଗ ବିଙ୍କ ଡାଇଲଗ୍ ଲୋକାମାନଙ୍କୁ ଆକୃଷ୍ଟ କରିଛି । ତେବେ ଏହି ମୁଭିର ଯେତେବେଳେ ପ୍ରଥମ ଲୁକ ଆସିଥିଲା ଏହା ଅନେକ ବିବାଦର ଶିକାର ହୋଇଥିଲା । ଫିଲ୍ମର ଟାଇଟଲ୍ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହା ପୂର୍ବରୁ ଏହାକୁ ‘ପ୍ରୋଜେକ୍ଟ କେ’ କୁହାଯାଉଥିଲା। Read More >
ଏକ ସଡକ ଦୁର୍ଘଟଣାରେ ଚାଲିଗଲା ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭେଣେଇଙ୍କ ଜୀବନ । ପଙ୍କଜ ତ୍ରୀପାଠୀଙ୍କ ଭଉଣୀ ଏବଂ ତାଙ୍କ ଭେଣେଇ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ତାଙ୍କ ଭେଣେଇ ରାଜେଶ ତିୱାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ସରିତା ଗୁରୁତର ଅଛନ୍ତି । Read More >
ପାଣି ଶଙ୍କଟକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷି
ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ନେଲା ଜଣଙ୍କ ଜୀବନ
ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଚଳିତ ଏପ୍ରିଲ୍ ୨୦୨୪ରେ ଜିଏସ୍ଟି ସଂଗ୍ରହ
ଗଜପତିରେ ଧରା ପଡିଲା ଚେନ ଚୋର