ରାଜଧାନୀରେ ହେବ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ' । ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ରାମ ମନ୍ଦିରଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ଼ ସୋ' । ଏଥିପାଇଁ ନୋ-ଭେଇକିଲ୍ ଜୋନ୍ ଭାବେ ସିଲ୍ ହେବ ରାମ ମନ୍ଦିର ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ କମିଶନରେଟ ପୋଲିସ ଏଭଳି ନିଷ୍ପତ୍ତି ନେଇଛନ୍ତି
Read More >