ବାଲେଶ୍ୱର : ମେଡିକାଲରୁ ଚୋରି । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଦୁଇଟି ଉପସ୍ୱାସ୍ଥ୍ୟକେନ୍ଦ୍ରରୁ ସିରିଜ୍ ଚୋରି । ନୀଳଗିରିର ପୋଡ଼ାଶୁଳ ଓ ସିଆଡ଼ିମାଳ ଉପସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ମେଡିକାଲ ରେ ଥିବା କମ୍ପ୍ୟୁଟର, ପ୍ରିଣ୍ଟର୍, ଇନର୍ଭଟର୍ ଆଦି ଦୁର୍ବୁତ୍ତ ମାନେ ତଳ ଭାଙ୍ଗି ନେଇଯାଇଥିବା ସୂଚନା ରହିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରଛି ।