ସୁନାର ଦର ବୃଦ୍ଧି ନେଇ ଚିନ୍ତାରେ ଗ୍ରାମବାସୀ । ତେବେ ଦିନକୁ ଦିନ ସୁନାର ଦର ବୃଦ୍ଧି ପାଉଥିବା ବେଳେ । ଆଜି ସୁନାଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ କାଲି ସୁନା ଦର ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୩୪୦ ଟଙ୍କା ଥିବା ବେଳେ ଆଜି ତାହା ପରିବର୍ତ୍ତନ ହୋଇ ୭୪,୨୪୦ ଟଙ୍କାକୁ ପହଁଚିଛି ।
Read More >