ପ୍ରବଳ ବର୍ଷା ଯୋଗୁଁ ପାରାଦୀପରେ ଏଫ୍ସିଆଇ (FCI) ଶ୍ରମିକ ସଂଘ ପୂଜା କମିଟି ସମ୍ମୁଖରେ ତିଆରି ହୋଇଥିବା ବିଶ୍ୱକର୍ମା ପୂଜା ଲାଇଟ୍ ତୋରଣ ଭାଙ୍ଗି ପଡ଼ିଛି। ତୋରଣଟି ହଠାତ୍ ଭାଙ୍ଗି ଏକ ଚଳନ୍ତା କାର୍ ଉପରେ ପଡ଼ିଥିଲା, ଯାହାଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି Read More >
two-women-killed-after-being-hit-by-a-train-in-baleswar Read More >
forester-found-dead-inside-official-residence-in-balangir-probe-on Read More >
ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ଏହି ବୈଠକ ବସିଥିଲା । Read More >
massive-lpg-explosion-rocks-baleshwar-restaurant-property-razed Read More >
7-funeral-pyres-burn-together-at-puri-swargadwar-tears-flow-after-tragic-mp-accident Read More >
ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ପୋଲିସର ଅପରେସନ୍ ଦମନ ଆରମ୍ଭ ହେବାକୁ ଥିବାବେଳେ ପୂଜା ବେଳେ ଗଣ୍ଡଗୋଳ ହେବା ଆରମ୍ଭ ହୋଇଗଲାଣି । ରାଜଧାନୀ ଭୁବନେଶ୍ୱରରେ ଫୁଟିଛି ଗୁଳି । ଗଣେଶ ପୂଜା ଭସାଣୀବେଳେ ଗୋଷ୍ଠୀ କନ୍ଦଳରୁ ଫାଙ୍କା ଗୁଳି ଚାଳନା ହୋଇଛି । ସାମାଜିକ ଗଣମାଧ୍ୟମରେ ଜାତିଆଣ ଆକ୍ଷେପକୁ ନେଇ ଏହି ଗୁଳି କାଣ୍ଡ ହୋଇଥିବା ସୂଚନା ମିଳିଛି । Read More >
indravati-reservoir-gate-opened-after-7-years-amid-heavy-rain-alert Read More >
ଆସନ୍ତାକାଲି ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ Read More >
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ହିନ୍ଦୋଳ ରୋଡ଼ ଜୟ ମହାବୀର ଷ୍ଟୋନ୍ କ୍ରସରରେ କାମ କରୁଥିବାବେଳେ ବିଦ୍ୟୁତ ଆଘାତରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ହେଉଛନ୍ତି ଯଦୁମଣି ପଟ୍ଟନାୟକ । ଯଦୁମଣିଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମୁଳିସିଂହ ଗ୍ରାମର ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କୁ ନ ଜଣାଇ ମୃତଦେହକୁ ଅନୁଗୋଳକୁ ସ୍ଥାନାନ୍ତର ନେଇ ଉତ୍ତେଜନା ଦେଖା ଦେଇଛି । Read More >
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆଜି ଏହା ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । Read More >
ନିର୍ଦ୍ଧାରିତ ଶୁଭ ଲଗ୍ନରେ ମା'ମାଣିକେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ। ନବାନ୍ନ ଲାଗି ପରେ ନୂଆ ଖାଇଲେ ଗଡ଼ଜାତ ଅଞ୍ଚଳର ଲୋକେ। Read More >
ଅକ୍ଟୋବର ୨୦ରୁ ଲାଗୁ ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି
ମମତାଙ୍କ ହାଇକୋର୍ଟରୁ ଆଶ୍ୱସ୍ତି, ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟକୁ କରିପାରିବେ ପରିଚାଳନା
ବର୍ଷାରେ ଭାଙ୍ଗିଲା ବିଶ୍ୱକର୍ମା ପୂଜା ଲାଇଟ୍ ତୋରଣ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ସୋନିଆ ଗାନ୍ଧୀଙ୍କୁ ଝଟକା, ମତଦାତା ତାଲିକାରେ ମାମଲାରେ ନିମ୍ନ ଅଦାଲତଙ୍କ ରାୟ ଖାରଜ