୫ଟି ବଗି ଛାଡ଼ି ମାଲବାହୀ ଟ୍ରେନ ଛୁ
Khabar Odisha:State-Odisha-Goods-train-started-without-5bogies
ସୁବର୍ଣ୍ଣପୁର, ମେ ୨୦(ଖବର ଓଡ଼ିଶା):

ସୁବର୍ଣ୍ଣପୁର କୁଚିଣ୍ଡା ଧାରୁଆଡିହି –ବାମରା ଷ୍ଟେସନର କୁଅଁରମଲ ନିକଟରେ ଆଜି ୫ଟି ବଗି ଛାଡ଼ି ମାଲବାହୀ ଟ୍ରେନ ଛୁ ମାରିଛି । ମାଲଗାଡ଼ିଟି ବ୍ରଜରାଜନଗରରୁ ପଶ୍ଚିମବଙ୍ଗର କୋଲାଘାଟ ଯାଉଥିଲା । କିଛି ଦୂର ଯିବା ପରେ ଟ୍ରେନ ଡ୍ରାଇଭର ଜାଣିପାରିଥିଲେ । ପରେ ପୁଣି ପଛକୁ ଫେରି ୫ଟି ବଗିକୁ ଟ୍ରେନ ସହ ସଂଯୋଗ କରି ଆଗକୁ ଟ୍ରେନଟିକୁ ବଢାଗଲା ।

  • Tags:

Subscribe

National International State Sports Entertainment