କଟକ: ସାଲେପୁର ଥାନା ଅନ୍ତର୍ଗତ ସିଶୁଆ ବାହାବଳପୁରରେ ମିଠାରେ ବିଷ ଦେଇ ଶିଶୁକୁ ହତ୍ୟା କରିବା ମାମଲାରେ ପୋଲିସ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପିଲାର ମୃତ୍ୟୁକାଳୀନ ବୟାନ, ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସାଲେପୁର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ 5 ଜଣଙ୍କୁ ଅଟକ ରଖିବା ପରେ ଜଣଙ୍କୁ ଗିରଫ କରାଯାଇଛି ।
Read More >