ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦର ତାଙ୍କର ସଦ୍ୟତମ ପାଞ୍ଚଟି ରାଷ୍ଟ୍ର ଗସ୍ତ ସମୟରେ ଭେଟିଥିବା ଦେଶର ମୁଖ୍ୟମାନଙ୍କୁ ଭାରତର ସାଂସ୍କୃତିକ ଐତିହ୍ୟ ସହିତ ଜଡିତ ମୂଲ୍ୟବାନ ଉପହାର ପ୍ରଦାନ କରିଛନ୍ତି। ଏହି ଉପହାରଗୁଡ଼ିକ କେବଳ ଭାରତର ସମୃଦ୍ଧ କଳା ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ପ୍ରତିଫଳିତ କରେ ନାହିଁ, ବରଂ ବିଶ୍ୱ କୂଟନୀତିରେ ସାଂସ୍କୃତିକ ଆଦାନପ୍ରଦାନର ଗୁରୁତ୍ୱକୁ ମଧ୍ୟ ଦର୍ଶାଏ।
Read More >