କଟକ: ରାଜନୀତିରେ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିଲା । ଦଳର ବିରୋଧରେ ପଦୁଟିଏ କହିଲେ ହେଉଛି କଡ଼ା କାର୍ଯ୍ୟାନୁଷ୍ଠାନ । କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ କରିଥିବା ମହମ୍ମଦ ମୋକିମଙ୍କୁ ସୋମବାର ଦଳରୁ ବହିଷ୍କୃତ କରାଯାଇଛି । ଏହା ପରେ ମୋକିମ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ଯାହା ଚିଠିରେ ଲେଖିଛନ୍ତି ସତ ଲେଖିଛନ୍ତି । ରାହୁଲ ଗାନ୍ଧୀଙ୍କ ପ୍ରେରଣାରେ ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଆଗାମୀ ଦିନରେ ରାଜନାତି ଜାରି ରଖିବେ ବୋଲି ମୋକିମ କହିଛନ୍ତି ।
Read More >