ଭୁବନେଶ୍ୱର: ଜଙ୍ଗଲ ବିଭାଗର ‘ଥାର୍’ ଗାଡ଼ି କିଣା ଏବଂ ରୂପାନ୍ତରୀକରଣ ଖର୍ଚ୍ଚର ହେବ ସ୍ଵତନ୍ତ୍ର ଅଡିଟ୍ । ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ପିସିସିଏଫ୍ (ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟରେ ଏଜିର ସ୍ୱତନ୍ତ୍ର ଟିମ୍ ଅଡିଟ୍ କରିବେ ବୋଲି ଚିଠିରେ କୁହାଯାଇଛି | Read More >
ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଆଜିଠୁ ଡିସେମ୍ବର ୩୧ ଯାଏଁ ଚାଲିବ ପରୀକ୍ଷା। Read More >
ଢେଙ୍କାନାଳ: ଖାଦ୍ୟ ଖାଇ ସାରିବା ପରେ ଚାଲିଗଲା ଗୋଟିଏ ପରିବାର ୩ ଜଣଙ୍କ ଜୀବନ । ପାଳଙ୍ଗ ଚିକେନ୍ ଖାଇବା ପରେ ମାଆ ସହ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକମାନେ ହେଲେ ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ଦୁଇ ପୁଅ ପିଣ୍ଟୁ ଓ ଲିଣ୍ଟୁ ସାହୁ । Read More >
ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । Read More >
ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନରେ ପ୍ରଥମ ବୈଠକ ବସିବ । Read More >
ଜାଡରେ ଥରୁଛି ଓଡିଶା। କଲବଲ ହେଉଛନ୍ତି ରାଜ୍ୟବାସୀ। ବିଗତ ୩ଦିନ ହେବ ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି। ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି। ପ୍ରବଳ ଥଣ୍ଡା ସହ କାକର ପଡୁଥିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ। Read More >
ଭାରତର ପ୍ରମୁଖ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ଦିବସକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଏ। ଗଣିତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି। ଗଣିତ ଶିକ୍ଷା କ୍ଷେତ୍ରରେ ଏକ କଷ୍ଟକର ବିଷୟ ସତ କିନ୍ତୁ ଏହି କଷ୍ଟକର ବିଷୟ ମାନବର ସାମାଜିକ ଚଳଣିକୁ ସରଳ କରିପାରିଛି। ଗଣିତ ସାହାଯ୍ୟରେ ବଣିଜ-ବେପାର ସହଜ ହୋଇପାରିଛି। ଗଣିତର ଆବଶ୍ୟକତାକୁ ହୃଦବୋଧ କରନ୍ତୁ ବୋଲି ସଦା ସର୍ବଦା ବାର୍ତ୍ତା ଦେଇଥିଲେ ଗଣିତର ଯାଦୁଗର ଶ୍ରୀନିବାସ ରାମାନୁଜନ। Read More >
ଅନୁଗୁଳ: ଜଣେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି । ଅନୁଗୁଳ ସାଇବର ଥାନା ଅଧିକାରୀ ଖଲେଶ୍ୱର ସେଠୀଙ୍କୁ କିଛି ଦୁର୍ବୃତ୍ତ ବସ୍ ଚଢ଼ାଇ ମାରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ସେ ଥାନାରେ ଏତଲା ଦେଇଛନ୍ତି । Read More >
କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଏବେ ଆରମ୍ଭ ହେବ ତଦନ୍ତ । ଟଙ୍କା ନେଣ ଦେଣ ଠାରୁ ଆରମ୍ଭ କରି ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସାରେ ଅବହେଳା ନେଇ ତଦନ୍ତ କରିବା ପୋଲିସ । ହ୍ୟୁମାନଙ୍କ ମାଆ ଶେଫାଳୀ ସୁନାଙ୍କ ଏତଲା ପରେ କଟକ ମର୍କତ ନଗର ଥାନା ପୋଲିସ ମାମଲା ରୁଜୁ କରିଛି । Read More >
ପୁରୀ: ଅଦିନିଆ ରଥଯାତ୍ରାକୁ ନେଇ ବାରମ୍ବାର ଚାଗିଦ୍ ସତ୍ତ୍ୱେ ସୁଧୁରିବାର ନାଁ ଧରୁ ନାହିଁ ଇସ୍କନ । ପୁଣି ଥିରେ ଇସ୍କନର ଏହି ମୁନମୁଖି କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର ବୋଲି କହିଛନ୍ତି ଗଜପତି ମହାରାଜ । Read More >
ଭୁବନେଶ୍ବର/କୋରାପୁଟ: ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁକାୟିତ ପ୍ର Read More >
Chief Minister to join in 'Parab', a festival for tribal people; will announce various projects worth Rs 550 crore Read More >
ଜଙ୍ଗଲ ବିଭାଗର ଥାର୍ ଗାଡ଼ି କିଣାର ହେବ ଅଡିଟ୍
ଆଜିଠୁ ଆରମ୍ଭ ହେଲା ପ୍ଲସ୍ ଟୁ ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା
ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ଶୀତ ଲହରୀ ଜାରି: ଉତ୍ତର ପ୍ରଦେଶରେ ଦୁଇଜଣଙ୍କ ମୃତ୍ୟୁ
ପୁଣି ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର, ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ କଲେ ଆକ୍ଷେପ