ବ୍ରହ୍ମପୁର: ସିବିଆଇ ହବୁଡରେ ଜଣେ ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ବ୍ରହ୍ମପୁର ଇପିଏଫଓ କାରଯ୍ୟାଳୟରେ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ଅନୁସାରେସ, ଲାଞ୍ଜିପଲି ସ୍ଥିତ ଏକ ଜଳଖିଆ ଦୋକାନ ନିକଟରେ ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରିବା ପରେ ଭୁବନେଶ୍ବର ନେଇ ଯାଇ ଅଧିକା ପଚରା ଉଚରା କରୁଥିବା ସୂଚନା ମିଳିଛି ।