ଜାଡରେ ଥରୁଛି ଓଡିଶା। କଲବଲ ହେଉଛନ୍ତି ରାଜ୍ୟବାସୀ। ବିଗତ ୩ଦିନ ହେବ ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି। ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି। ପ୍ରବଳ ଥଣ୍ଡା ସହ କାକର ପଡୁଥିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ।
Read More >