ଭୁବନେଶ୍ୱର: ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ପାକିସ୍ତାନର ବିଭିନ୍ନ ଖେଳାଳି ଭାରତ ବିପକ୍ଷରେ ବୟାନବାଜି କରୁଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ ମଧ୍ୟ ଅନେକ ସମୟରେ ଭାରତ ଉପରେ ବର୍ଷିଛନ୍ତି । କିନ୍ତୁ ଏବେ ବିରାଟ କୋହଲିଙ୍କ ଅବସର ନେବା ପରେ, ସେ ଯାହା କହିଛନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Read More >